ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ୱର- ରାଜ୍ୟରେ ଏହି ମାସ ୧୨ ତାରିଖରୁ କୋରୋନା ସଂକ୍ରମଣ ଲଗାତର ଭାବେ ୧୦ ହଜାରରୁ ଅଧିକ ରହୁଛି । ତେବେ, ଆସନ୍ତା ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।
ଏହାପରେ ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ହ୍ରାସ ହେବ…