ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଏହି ମାସ ୧୨ ତାରିଖରୁ କୋରୋନା ସଂକ୍ରମଣ ଲଗାତର ଭାବେ ୧୦ ହଜାରରୁ ଅଧିକ ରହୁଛି । ତେବେ, ଆସନ୍ତା ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏହାପରେ ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ହ୍ରାସ ହେବ…

ରାଜ୍ୟରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ୨୪ ଘଂଟାରେ ୨୨ ମୃତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୭୭୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୫୪୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଏ ଯାଏଁ ୫ ଲକ୍ଷ ୨୬ ହଜାର ୩୫୩…

କରୋନା ସଙ୍କଟ: ଭାରତରେ ୨.୬୩ ଲକ୍ଷ ନୂଆ ମାମଲା, ରେକର୍ଡ ୪୩୨୯ ମୃତ

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ ଲକ୍ଷ ୬୩ ହଜାର ୫୩୩ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୧୯ ପରେ ଏହି ସଂଖ୍ୟା ସବୁଠୁ କମ୍ । ଏପ୍ରିଲ ୧୯ରେ ଭାରତରେ ୨ ଲକ୍ଷ ୫୯ ମାମଲା ରେକର୍ଡ…

କରୋନା ରୋଗୀଙ୍କ ଚିକିତ୍ସାରୁ ପ୍ଲାଜମା ଥେରାପି ବାଦ୍

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ଲାଜମା ଥେରାପି ଉପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ଏମ୍ସ ଏକ ବଡ଼ ନିଷ୍ପତ୍ତି ନେଇଛି | କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଜାରି…

ରେଢାଖୋଲ ବିଧାୟକଙ୍କ ଅଭିନବ ପଦକ୍ଷେପ: ପ୍ରତି ପଞ୍ଚାୟତର ଆଶାକର୍ମୀଙ୍କୁ ବାଣ୍ଟିଲେ ଅକ୍ସିମିଟର୍

ସମ୍ବଲପୁର : ବର୍ଭମାନ କରୋନାର ଦ୍ବିତୀୟ ଲହରରେ ଏହାର ସଂକ୍ରମଣର ତୀବ୍ରତା ଯେତିକି ଅଧିକ ରହିଛି , ଶରୀର ଉପରେ ବି ଏହାର ଭୟଙ୍କର ପ୍ରଭାବ ରହିଛି । ଏହି ମାରାତ୍ମକ ଷ୍ଟ୍ରେନ୍ ତୁରନ୍ତ ଫୁସଫୁସକୁ ସଂକ୍ରମିତ କରୁଥିବାରୁ ରୋଗୀ ଅଚାନକ ଗୁରୁତର ହୋଇ ଯାଉଛନ୍ତି । ତେବେ , ଗ୍ରାମାଞ୍ଚଳରେ…