ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ
ନୂଆଦିଲ୍ଲୀ: ବାତ୍ୟା ‘ତଉକତେ’ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ମେ ୧୭ରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ମେ ୧୮ରେ ଏହା ଗୁଜରାଟ ଉପକୂଳରେ ମାଡ଼ ହେବ । ‘ତଉକତେ’ ଦୃଷ୍ଟିରୁ ଗୁଜରାଟ ସମେତ ସବୁ ପଶ୍ଚିମ ଭାରତର…