କରୋନା ରୋଗୀଙ୍କ ଚିକିତ୍ସାରୁ ପ୍ଲାଜମା ଥେରାପି ବାଦ୍
ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ପ୍ଲାଜମା ଥେରାପି ଉପରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ଏମ୍ସ ଏକ ବଡ଼ ନିଷ୍ପତ୍ତି ନେଇଛି | କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇ ଦିଆଯାଇଛି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଜାରି…