କଟକ ସିଲଭର ସିଟି ବୋଟିଂ କ୍ଲବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ- ଓଡିଆ ନବବର୍ଷ ଉପଲକ୍ଷେ କଟକବାସୀଙ୍କୁ ଏକ ସୁନ୍ଦର ଉପହାର ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୫ଟାରେ ଭିଡିଓ କନଫରେନସିଂ ଜରିଆରେ ସିଲଭରସିଟିଂ ବୋଟିଂ କ୍ଲବକୁ ଉଦଘାଟନ କରିବେ । ମହାନଦୀ କୂଳ ଗଡଗଡିଆ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସିଲଭରସିଟିଂ ବୋଟିଂ କ୍ଲବ…

ବୁର୍ଲା ଭୀମସାରରେ ୧୦ ଦିନ ମଧ୍ୟରେ ହେବ ଦ୍ୱିତୀୟ କୋଭିଡ ହସପିଟାଲ, ରହିବ ୩୦୦ ଶଯ୍ୟା

ବୁର୍ଲା – ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ ହସପିଟାଲ ହେବ । କୋଭିଡ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ପଶ୍ଚିମ ଓଡିଶାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମ୍ବଲପୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ…

ଅଖିଳେଶ ଯାଦବ କରୋନା ସଂକ୍ରମିତ

ଲକ୍ଷ୍ନୌ - ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅଖିଳେଶ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ନିଜକୁ ଘରେ କ୍ବାରେଣ୍ଟାଇନ…

ସଂକ୍ରମଣରେ ସର୍ବକାଳୀନ ରେକର୍ଡ଼, ଦିନକରେ ୧.୮୪ ଲକ୍ଷ ନୂଆ ମାମଲା, ହଜାରେରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ - ସାରା ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ଥିତି ଏପରି ହୋଇଛି ଯେ ନୂଆ ମାମଲା ପ୍ରାୟ ଦୁଇ ଲକ୍ଷରେ ପହଞ୍ଚିଛି। ଏହାଛଡ଼ା ଚଳିତ ବର୍ଷ ପ୍ରଥମ ଥର ପାଇଁ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ…

ରାଜ୍ୟରେ ୨ ହଜାର ଟପିଲା ଦୈନିକ ସଙ୍କ୍ରମଣ, ସୁନ୍ଦରଗଡ଼ରୁ ୪୫୮, ଖୋର୍ଦ୍ଧାରୁ ୩୪୮

ଭୁବନେଶ୍ୱର - ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ କୋରୋନା ସ‌ଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ରେକର୍ଡ ୨୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ବିତୀୟ ଲହରୀ ରେ ଏହା ହେଉଛି ରାଜ୍ୟର ସର୍ବାଧିକ ଦୈନିକ ସଙ୍କ୍ରମଣ । ସ‌ଙ୍ଗରୋଧରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଚିହ୍ନଟ…