ଟିକା ଅଭାବରୁ ରାଜ୍ୟରେ ୧୧ଟି ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା,ସମ୍ବଲପୁର,ଢେଙ୍କାନାଳ ଓ କୋରାପୁଟରେ ଟିକାଦାନ ବନ୍ଦ ରହିଛି । ଟିକା ଅଭାବରୁ ଏବେ ୫୦୦ କେନ୍ଦ୍ରରେ ହିଁ ଚାଲିଛି ଟିକାକରଣ । ପରିବାର କଲ୍ୟାଣ…

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା, ଏପ୍ରିଲ ୨୧ ତାରିଖ ଯାଏଁ ଧର୍ମପୀଠ, ପାର୍କ,…

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି । କାଲିଠାରୁ ଏପ୍ରିଲ ୨୧ ତାରିଖ ଯାଏଁ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ବନ୍ଦ ସମୟରେ ଧର୍ମପୀଠ ସବୁ ବିଶୋଧନ କରାଯିବ । କେବଳ ପୂଜକ ନୀତି ସଂପାଦନ କରିବେ । ଜିଲ୍ଲାର ସବୁ…

ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ସିଏସ ଓ ୫-ଟି ସଚିବ

ବାଲେଶ୍ୱର- ମୁଖ୍ୟ ଶାସନ ସଚିବ ସୁୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ଗସ୍ତ ଅବସରରେ ତାମୂଳିଆ କୁରୁଡା ଓଭର ବ୍ରିଜ୍ ଓ ରାସ୍ତା ଉନ୍ନତିକରମର ନେଇ ସମୀକ୍ଷା କରିଛନ୍ତି । ବସଷ୍ଟାଣ୍ଡ୍ ଉନ୍ନତିକରଣ ଓ…

ଦେଶରେ ଗତ ୨୪ ଘଣ୍ଟାରେ ୧.୬୧ ଲକ୍ଷ କରୋନା ରୋଗୀ ଚିହ୍ନଟ, ୮୭୯ ମୃତ

ନୂଆଦିଲ୍ଲୀ - କରୋନା ମହାମାରୀର ଦ୍ୱିତୀୟ ଲହରୀ ଦେଶରେ ଆତଙ୍କ ସୃଷ୍ଟି କରିଛି । ଯଦିଓ ଗତକାଲି ତୁଳନାରେ ସଂକ୍ରମଣ ସାମାନ୍ୟ କମିଛି, ତେବେ କ୍ରମାଗତ ସପ୍ତମ ଦିନ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ରାଜ୍ୟରେ କୋରୋନା ଗ୍ରାଫ୍ ଉପରମୁହାଁ ,୧ ହଜାର ୭୮୪ ନୂଆ ଆକ୍ରାନ୍ତ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୦୩

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୭୮୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଓ ସ୍ଥାନୀୟ ଅଂଚଳରୁ ୭୪୯ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୦୩, ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧, ବରଗଡରୁ…

ନ୍ୟୁଜରୁମ୍: ସକାଳର ଖବର

ପିପିଲି ଉପନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର, କହିଲେ ଆଗକୁ ପିପିଲିର ବିକାଶ କଥା ସେ ନିଜେ ବୁଝିବେ ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ବିରୋଧରେ କଂଗ୍ରେସର ସଂଗୀନ ଅଭିଯୋଗ, ଜଗନ୍ନାଥଙ୍କ ଜମି ଶାଗମାଛ ଦରରେ ହୋଇଛି ବିକ୍ରି କୋରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧିବାକୁ…

Newsroom: Morning Headlines

Will Personally Monitor Development of Pipli: Naveen Covid-19 Surge: Gajapati Admn Seals Border Odisha: New VCs Appointed for Rajendra and Kalahandi Universities Senior Bureaucrat Manoj Kumar Mishra Given Additional Charge of…