ରାଜ୍ୟରେ ୧ ହଜାର ୭୪୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୨୬୮, ଖୋର୍ଦ୍ଧାରୁ ୨୦୪ ଓ ବାଲେଶ୍ୱରରୁ ୧୫୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୭୪୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୧୫ ଓ ସ୍ଥାନୀୟ ଅଂଚଳରୁ ୭୨୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦୪, ବାଲେଶ୍ୱର ଜିଲ୍ଲାରୁ…

ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅରରାହ୍ନ ୪ଟାରେ ଭିଡିଓକନଫରେନସିଂ ଯୋଗେ ଭର୍ଚୁଆଲ ପ୍ରଚାର କରିବେ ନବୀନ । ପିପିଲି-ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନ ଏବଂ ବିଜ୍ଞପିତ ଅଂଚଳ ପରିଷଦରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଚର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଦିନ ସାଢେ ୧୨ଟାରେ ବସିବାକୁ ଥିବା ଏହି ବୈଠକରେ ୧୦ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଡି ହେବେ । ଅନ୍ୟ କ୍ୟାବିନେଟ…

ନ୍ୟୁଜରୁମ୍: ସକାଳର ଖବର

ଆହାର କେନ୍ଦ୍ର ସଫଳତାର ବଳ ପାଲଟିଛନ୍ତି ମିଶନଶକ୍ତିର ମହିଳା ଗୋଷ୍ଠି ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ ସୀମିତ ପାଠ ପଢାକୁ ନେଇ ବି ନବମ ଶ୍ରେଣୀ ପରୀକ୍ଷା ହୋଇପାରିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ରାଜବାଟୀ ପରିକ୍ରମା,…

ଆଇପିଏଲ୍: ରାଣା, ରାହୁଲଙ୍କ ବିସ୍ଫୋରକ ଇନିଂସ, ସନରାଇଜର୍ସକୁ ହରାଇଲା ନାଇଟ୍ ରାଇଡର୍ସ

ଚେନ୍ନାଇ - ନୀତିଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲ୍‌-୧୪ର ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଭିଯାନ ଆରମ୍ଭ କରିଛି । ଟସ୍ ହାରି…

ଆହାର କେନ୍ଦ୍ର ସଫଳତାର ବଳ ପାଲଟିଛନ୍ତି ମିଶନଶକ୍ତିର ମହିଳା ଗୋଷ୍ଠି

ଭୁବନେଶ୍ଵର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଂଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ…

ଆଣ୍ଟିଲିଆ ମାମଲା: ସଚିନ ବାଜେଙ୍କ ସହଯୋଗୀ ରିୟାଜୁଦ୍ଦିନ କାଜୀଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ - ସଚିନ ବାଜେଙ୍କ ସହଯୋଗୀ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ରିୟାଜୁଦ୍ଦିନ କାଜୀଙ୍କୁ ଏନଆଇଏ ଗିରଫ କରିଛି। ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ଏବଂ ସେହି କାରର ମାଲିକ ମାନସୁଖ ହିରେନଙ୍କ ହତ୍ୟା ମାମଲାରେ ସଚିନ ବାଜେଙ୍କ ପରେ ଏହା ହେଉଛି…

ସିବିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଶିକ୍ଷା ମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ଚିଠି

ନୂଆଦିଲ୍ଲୀ - କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ 'ନିଶଙ୍କ'କୁ ଚିଠି ଲେଖି ସିବିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ଅତ୍ୟଧିକ ଭିଡ଼ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା…

କେନ୍ଦ୍ରାପଡାରେ ଅଦ୍ଭୂତ ଶିଶୁକନ୍ୟାର ଜନ୍ମ

କେନ୍ଦ୍ରାପଡା – କେନ୍ଦ୍ରାପଡା ନର୍ସିଂହୋମରେ ଜନ୍ମ ନେଇଛି ଏକ ଅଦ୍ଭୂତ ଶିଶୁକନ୍ୟା । ଶିଶୁଟିର ୨ଟି ମୁଣ୍ଡ, ୪ଟି ଆଖି, ୩ଟି ହାତ ଓ ୨ଟି ଗୋଡ ରହିଛି । ରାଜନଗର ବ୍ଲକ୍ କଣିଗାଁର ମହିଳା ଅମ୍ବିକା ପରିଡା ଏହି ଅଦ୍ଭୂତ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏହି ଶିଶୁକନ୍ୟାକୁ କଟକ ଶିଶୁ ଭବନ…