କୋଭିଡ୍ ଟିକା ବଦଳରେ ଜଳାନ୍ତକ ଟିକା ଦେଲେ

ଲକ୍ଷ୍ନୌ – ଏକ ଅଭାବନୀୟ ଘଟଣା କ୍ରମେ ତିନି ବୟସ୍କ ମହିଳାଙ୍କୁ କୋଭିଡ୍ ପରିବର୍ତ୍ତେ ଜଳାନ୍ତକ ଟିକା ଦିଆଯାଇଛି । ଏହି ଘଟଣା ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲା କାନ୍ଧଲା ଅଞ୍ଚଳରେ ଘଟିଛି । ଟିକା ନେଇଥିବା ଜଣେ ମହିଳାଙ୍କ ବାନ୍ତି ହେବା ସହ ମୁଣ୍ଡ ବୁଲାଇବା ପରେ ସେମାନଙ୍କୁ ଜଳାନ୍ତକ ଟିକା…

ମୁମ୍ବାଇରେ ଟିକାର ଘୋର ଅଭାବ, ବନ୍ଦ ହେଲାଣି ୭୧ ଟିକା କେନ୍ଦ୍ର

ମୁମ୍ବାଇ – କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ଏବେ ଟିକାର ଘୋର ଅଭାବ ଦେଖା ଦେଲାଣି । ଏହି କାରଣରୁ ମୁମ୍ବାଇ ମହାନଗରୀରେ ୭୦ରୁ ଊର୍ଦ୍ଧ୍ୱ ଟିକା କେନ୍ଦ୍ର ବନ୍ଦ ହୋଇଗଲାଣି । ଏପରିକି ସହରର ସବୁଠୁ ବଡ଼ ଟିକାକରଣ କେନ୍ଦ୍ର ‘ବିକେସି’କୁ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ଯୁଦ୍ଧରେ ମାସ୍କ ହିଁ ରକ୍ଷା କବଚ, ୧୪ ଦିନ ଯାଏଁ ମାସ୍କ ଅଭିଯାନ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଦେଶର ବହୁ ରାଜ୍ୟରେ ଲକଡାଉନ, ସଟଡାଉନ,ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି । କିନ୍ତୁ ଆମେ ଯଦି କୋରୋନା ନିୟମ ମାନିବା, ତେବେ ବିନା ଲକଡାଉନରେ…

ବିନା ଟିକାରେ ଟିକା ଉତ୍ସବ କେମିତି ହେବ ?

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ରୂପ ଧାରଣ କରି ମାଡି ଚାଲିଛି । ଏହାର ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରିବାକୁ ଗତକାଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ…

ସମଲେଇ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ସବୁ ବର୍ଗ ପାଇଁ ଆକର୍ଷଣୀୟ ଥଇଥାନ ପ୍ୟାକେଜ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି…