ଆଜିଠାରୁ ଆଇପିଏଲ୍‌ର ୧୪ତମ ସିଜନ, ମୁମ୍ବାଇ-ବାଙ୍ଗାଲୋର ଉଦ୍‌ଘାଟନୀ ମ୍ୟାଚ୍

ଚେନ୍ନାଇ – କରୋନା ପ୍ରକୋପ ମଧ୍ୟରେ ବିଶ୍ୱର ସବୁଠୁ ଲୋକପ୍ରିୟ ତଥା ଧନାଢ଼୍ୟ ଟି୨୦ ଲିଗ୍ ଆଇପିଏଲ୍‌ର ୧୪ତମ ସିଜନ୍ ଆଜିଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଏମ୍‌ଏମ ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ରୟାଲ…

କୋରୋନା କଟକଣା ମଧ୍ୟରେ ଆଜିଠାରୁ ରେଶମ ସହରରେ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର- ରେଶମ ସହରର ପ୍ରସିଦ୍ଧ ଐତିହାସିକ ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋରୋନା କଟକଣା ମଧ୍ୟରେ ମା’ଙ୍କ ଯାତ୍ରା ଏ ବର୍ଷ ଆୟୋଜନ ହେଉଛି । ପରମ୍ପରାକ୍ରମେ ଆଜି ଠାକୁରାଣୀଙ୍କ ବାପା ଦେଶୀ ବେହେରାଙ୍କ ନିମନ୍ତ୍ରଣକୁ ସ୍ୱୀକାର କଲା ପରେ ମାଆଙ୍କୁ…

ରାଜ୍ୟରେ ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ, ୧୨୮୨ ନୂଆ ମାମଲା, ସୁନ୍ଦରଗଡ ଜିଲ୍ଲାରୁ ୨୨୪, ଖୋର୍ଦ୍ଧାରୁ ୧୯୨

ଭୁବନେଶ୍ୱର-ଗତ ୨୪ ଘଂଟାରେ ଓଡିଶାରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଟପିଛି । ୧ ହଜାର ୨୮୨ ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୪ , ଖୋର୍ଦ୍ଧାରୁ ୧୯୨, କଳାହାଣ୍ଡିରୁ ୧୦୮, ବରଗଡରୁ ୮୪, ନୂଆପଡାରୁ ୮୨, ସମ୍ବଲପୁରରୁ ୮୨, କଟକରୁ ୬୩, ମୟୂରଭଂଜରୁ ୫୨,…

Newsroom: Morning Headlines

Odisha Govt Cancels All Forms of Transport To and From Chhattisgarh Update Yourself With Latest Trends in Technology, Serve With Dedication: CM to New Engineers Berhampur Thakurani Yatra to Commence from April 9 amid COVID-19…

ନ୍ୟୁଜରୁମ୍: ସକାଳର ଖବର

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦିଅ, ଅଧିକ ଟେଷ୍ଟ କର ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ କୋରୋନା ନିୟନ୍ତ୍ରଣ ପଦକ୍ଷେପ : ବାହାର ରାଜ୍ୟର ଲୋକଙ୍କୁ ଦେବାକୁ ହେବ କୋଭିଡ…

କରୋନାର ଦ୍ବିତୀୟ ଲହର ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ

ବୁର୍ଲା କୋଭିଡ୍ ହସପିଟାଲ ୨ ଶହ ଶଯ୍ୟାକୁ ବୃଦ୍ଧି ନିଷ୍ପତ୍ତି ସପ୍ତାହେ ମଧ୍ୟରେ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସମ୍ବଲପୁର : କରୋନାର ଦ୍ବିତୀୟ ଲହରି ପୁଣି ଥରେ ଆତଙ୍କ ସୃଷ୍ଟି କଲାଣି । ଏହା ପୂର୍ବପେକ୍ଷା ଅଧିକ ସଂକ୍ରାମକ ରୂପ ଧାରଣ କରିବାରେ ଲାଗିଛି । ତେବେ ,…

ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦିଅ, ଅଧିକ ଟେଷ୍ଟ…

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଥରେ ସମୀକ୍ଷା ବୈଠକ କରିଛନ୍ତି । ଦେଶରେ କୋଭିଡ୍ ସଂକ୍ରମଣର ତୀବ୍ରତା ନେଇ ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି । ଲକଡାଉନ୍ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ…

ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଦେବାକୁ ଦାବି କରିଛନ୍ତି । ୫ ଲକ୍ଷ ଟିକା ଦେବାକୁ ସେ ଦାବି କରିଛନ୍ତି । ଏହାଛଡା ଏସଡିଆରଏଫ୍ ପାଣ୍ଠିର ୫୦ ପ୍ରତିଶତ…