ସଂକ୍ରମଣରେ ପୁଣି ନୂଆ ରେକର୍ଡ: ଦିନକରେ ୧.୨୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୯ ଲକ୍ଷ ଟପିଲା

ନୂଆଦିଲ୍ଲୀ - ଭାରତରେ କରୋନା ବିସ୍ଫୋରଣରେ ବ୍ରେକ୍ ଲାଗିପାରୁ ନାହିଁ । ଦିନକୁ ଦିନ ସଂକ୍ରମଣ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୨୬,୭୮୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଦୈନିକ ମାମଲାରେ ଏହା ହେଉଛି ରେକର୍ଡ ବୃଦ୍ଧି । କ୍ରମାଗତ ଦ୍ୱିତୀୟ ଓ ମୋଟରେ ତୃତୀୟ ଥର ପାଇଁ…

କୋରୋନାର ଦ୍ୱିତୀୟ ଲହରୀ : ରାଜ୍ୟରେ ରେକର୍ଡ ୮୭୯ଟି ନୂଆ ମାମଲା, ଖୋର୍ଦ୍ଧାରୁ ସର୍ବାଧିକ ୧୪୪, ସୁନ୍ଦରଗଡରୁ ୧୩୧

ଭୁବନେଶ୍ୱର- କୋରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଦୈନିକ ସଂକ୍ରମଣ ମାମଲା ଆସିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୧୮ ଓ ସ୍ଥାନୀୟ ଅଂଚଳରୁ ୩୬୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪, ସୁନ୍ଦରଗଡରୁ…

କରୋନା ଭୟ: ଭାରତୀୟ ଯାତ୍ରୀଙ୍କୁ ନ୍ୟୁଜିଲାଣ୍ଡ ମନା

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ଭୟାନକ ହେବାରେ ଲାଗିଛି । ଦୈନିକ ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଭାରତରେ କରୋନାର ସଙ୍ଗୀନ ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ସାମୟିକ କଟକଣା ଲଗାଇଛି । ଏପ୍ରିଲ ୧୧ରୁ ଏହି କଟକଣା ଲାଗୁ ହେବ ବୋଲି…

କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ଏମ୍ସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି । ମୋଦି ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ସେ ମାର୍ଚ୍ଚ ୧ରେ ପ୍ରଥମ ଡୋଜ୍ ନେଇଥିଲେ ।…

ନ୍ୟୁଜରୁମ୍: ସକାଳର ଖବର

ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ନବୀନଙ୍କ ଗୁରୁତ୍ୱ, ଆସନ୍ତାମାସରେ କାର୍ଯ୍ୟକ୍ଷମ ହେବ ରାଜ୍ୟ ମାରିଟାଇମ୍ ବୋର୍ଡ ସଂକ୍ରମଣ ବଢୁଥିବାରୁ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ, ସିଡିଏମଓ,ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି ହରେକୃଷ୍ଣ ମହତାବଙ୍କ…

ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ନବୀନଙ୍କ ଗୁରୁତ୍ୱ, ଆସନ୍ତାମାସରେ କାର୍ଯ୍ୟକ୍ଷମ ହେବ ରାଜ୍ୟ…

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ଏସିଆର ମୁଖଶାଳା ହେବ ଓଡିଶା । ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଗରମାଳା ଯୋଜନାରେ ବନ୍ଦର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ପାରାଦୀପ ସହ ରାଜ୍ୟର ଅନ୍ୟ ବନ୍ଦରର ବିକାଶକୁ…

ସଂକ୍ରମଣ ବଢୁଥିବାରୁ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ, ସିଡିଏମଓ,ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ…

ଭୁବନେଶ୍ୱର- ସଂକ୍ରମଣ ପୁଣି ବଢୁଥିବାରୁ ରାଜ୍ୟରେ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଏ ନେଇ ସେ ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । କମ୍ ଲକ୍ଷଣ ଥିବା ଲୋକଙ୍କୁ ହୋମ୍ ଆଇସୋଲେସନ ବା ଗୃହ…