କୋରୋନା ନିୟନ୍ତ୍ରଣ ପଦକ୍ଷେପ : ବାହାର ରାଜ୍ୟର ଲୋକଙ୍କୁ ଦେବାକୁ ହେବ କୋଭିଡ ନେଗେଟିଭ ରିପୋର୍ଟ, ୧୬ ଜିଲ୍ଲାରେ ସ୍ଥାପନ…

ଭୁବନେଶ୍ୱର-କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ଏକାଧିକ ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାରେ ପଜିଟିଭ ମାମଲା ବୃଦ୍ଧି ଦୃଷ୍ଟିରୁ ଏପ୍ରିଲ ୩୦ ତାରିଖ ଯାଏ ଓଡିଶା-ଛତିଶଗଡ ମଧ୍ୟରେ ଯାତ୍ରୀ ପରିବହନ ସେବା ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।…

ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡ଼ିଲେ ନକ୍ସଲ

ବିଜାପୁର - ଅପହୃତ କୋବ୍ରା ଯବାନ ରାକେଶ୍ୱର ସିଂ ମାନହସଙ୍କୁ ନକ୍ସଲମାନେ ଛାଡି ଦେଇଥିବା ସୂଚନା ମିଳିଛି। ଏପ୍ରିଲ ୩ରେ ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ରାକେଶ୍ୱର ନିଖୋଜ ହୋଇଯାଇଥିଲେ । ରାକେଶ୍ବର ସେମାନଙ୍କ କବଜାରେ ଥିବା…

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିବ ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁରର ଆରାଧ୍ୟା ଦେବୀ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଶୁକ୍ରବାର ଏପ୍ରିଲ ୯ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହେବ। ତେବେ କୋଭିଡ୍ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏଥର ଦେବୀ ନିଜ ସ୍ଥାୟୀ ପୀଠରୁ ବାପଘର ଅର୍ଥାତ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପକୁ ପୁଲିସ କର୍ଡନ ମଧ୍ୟରେ…

ନୋଏଡା, ଗାଜିଆବାଦରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ମାମଲା ବଢ଼ୁଥିବାରୁ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଇଟ୍ କଫ୍ରୁ୍ୟ ଘୋଷଣା କରାଯାଇଛି । ଏହ ଦୁଇ ସହରରେ ଆଜିଠାରୁ ଏପ୍ରିଲ ୧୭ ଯାଏଁ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ…

ଦ୍ରୁତ ସାଇକଲ ଚାଳନାରେ ଭାରତୀୟ ସେନା ଅଧିକାରୀଙ୍କ ଗିନିସ୍ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ - ଦ୍ରୁତ ସାଇକଲ ଚାଳନାରେ ଭାରତୀୟ ସେନାର ଲିଉଟନାଣ୍ଟ୍ କଲୋନେଲ ଭାରତ ପାନ୍ନୁ ଦୁଇଟି ଗିିନିସ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଗତବର୍ଷ ଅକ୍ଟୋବରରେ ଲେହରୁ ମନାଲି ପର୍ଯ୍ୟନ୍ତ ୪୭୨ କିଲୋମିଟର ଦୂରତାକୁ ସାଇକଲ୍‌ରେ କେବଳ ୩୫ ଘଣ୍ଟା ୨୫ ମିନିଟ୍‌ରେ ଅତିକ୍ରମ କରି…

ମହାରାଷ୍ଟ୍ର ସରକାରଙ୍କ ଆବେଦନ ଖାରଜ, ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଜରୁରି ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବା ପାଇଁ ମହାରାଷ୍ଟ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ଏହାର ସିବିଆଇ ତଦନ୍ତ ଜରୁରି ବୋଲି…