ଆଜି ଦେଶର ସବୁ ଏଫ୍‌ସିଆଇ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଦେଶର ସବୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) କାର୍ଯ୍ୟାଳୟ ଆଗରେ ଧାରଣା ଦେବେ । ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏହି ବିକ୍ଷୋଭ ପ୍ରଦର୍ଶନକୁ ‘ଏଫ୍‌ସିଆଇ ବଞ୍ଚାଅ ଦିବସ’ ଭାବେ ନାମିତ କରିଛି । ଏସ୍‌କେଏମ୍…

ଭୀମସାରରେ ପୁଣି କୋରୋନା, ରୋଗୀ ପଜିଟିଭ ଚିହ୍ନଟ ପରେ ୱାର୍ଡ ବିଶୋଧନ

ସମ୍ବଲପୁର – ବୁର୍ଲା ଭୀମସାରରେ ପୁଣି କୋରୋନା । ଭୀମସାରରେ କାର୍ଡିଓଲୋଜି ବିଭାଗରେ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ୱାର୍ଡକୁ ବିଶୋଧନ କରାଯାଇ କୋରୋନା ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ବୁର୍ଲା ମେଡିକାଲ ସୁପରିଟେଣ୍ଡେଂଟ ସୂଚନା ଦେଇଛନ୍ତି ।

ସବୁ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ପ୍ରଥମ ଥର ଦୈନିକ ମାମଲା ଲକ୍ଷେ ଟପିଲା

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣର ବେଲଗାମ ହେବାରେ ଲାଗିଛି । ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ଆଜି ଦେଶରେ ଦୈନିକ ମାମଲା ଏକ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୦୩,୫୫୮ ନୂଆ ମାମଲା ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଭାରତରେ ଦୈନିକ ସଂକ୍ରମଣ ଏକ ଲକ୍ଷ ଟପିଛି । ସେପ୍ଟେମ୍ବର…

ବିଳମ୍ବିତ ରାତିରେ ଆରଏସପି ପ୍ଲାଂଟ୍‌ରେ ଅଗ୍ନିକାଣ୍ଡ

ରାଉରକେଲା – ଗତକାଲି ବିଳମ୍ବିତ ରାତିରେ ଆରଏସପି ପ୍ଲାଂଟ୍‌ରେ ଅଗ୍ନିକାଣ୍ଡ ହୋଇଛି । ଏସଏମଏସ-୨ କନଭର୍ଟର କଂଟ୍ରୋଲରୁମରେ ନିଆଁ ଲାଗି ବହୁ ମୂଲ୍ୟବାନ କେବୁଲ ଜଳିଯାଇଛି । ଆରଏସପି ଅଗ୍ନିଶମ ବାହିନୀ ନିଆଁକୁ ଆତ୍ତ କରିଥିଲେ । ଆରଏସପି ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ କାରଣର ତଦନ୍ତ ନିର୍ଦ୍ଦେଶ…

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ । ରାତି ୧୦ଟାରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ମାଲକାନଗିରି,…

ନ୍ୟୁଜରୁମ୍: ସକାଳର ଖବର

ମାଓ ଆକ୍ରମଣରେ ୨୨ ଯବାନ ସହିଦ୍‌, ଛତିଶଗଡ଼ ଗଲେ ସିଆରପିଏଫ୍ ଡିଜି ଛତିଶଗଡ ନକ୍ସଲ ଆକ୍ରମଣକୁ ଦୃଢ ନିନ୍ଦା କଲେ ନବୀନ ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍ ନେଲେ ଉପରାଷ୍ଟ୍ରପତି…

Newsroom: Morning Headlines

BJP MLAs Should Apologize For Their Shameful Behavior: BJD BMC Seals SBI Main Branch in Bhubaneswar After Eight Employees Test Positive Odisha’s Ace Shuttler Pramod Bhagat Wins SL 3 Men’s Singles Title at Dubai Para Badminton…

ଗୋବିନ୍ଦା କରୋନା ପଜିଟିଭ୍‌

ମୁମ୍ବାଇ – ଲୋକପ୍ରିୟ ଅଭିନେତା ଗୋବିନ୍ଦା କରୋନା ପଜିଟିଭ୍ ହୋଇଛନ୍ତି । ତାଙ୍କ ପତ୍ନୀ ସୁନିତା ଏହା ସ୍ପଷ୍ଟ କରିଛନ୍ତି । ସୁନୀତା ନିକଟରେ ଏହି ରୋଗରୁ ସୁସ୍ଥ ହୋଇଥିଲେ । ସୁନୀତା କହିଛନ୍ତି ଯେ, ‘ଚିଚି (ଗୋବିନ୍ଦା)’ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ଠାରେ ଏହି ରୋଗର…

ମାଓ ଆକ୍ରମଣରେ ୨୨ ଯବାନ ସହିଦ୍‌, ଛତିଶଗଡ଼ ଗଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ - ଛତିଶଗଡ଼ ବିଜାପୁର ଓ ସୁକମା ସୀମାବର୍ତ୍ତୀ ଜଙ୍ଗଲରେ ଶନିବାର ମାଓବାଦୀଙ୍କ ସହ ହୋଇଥିବା ଏନାକାଉଣ୍ଟରେ ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଆହୁରି ଜଣେ ଯବାନ ନିଖୋଜ ଅଛନ୍ତି । ଗତକାଲି ପ୍ରାୟ ୨୦୦୦ ସୁରକ୍ଷାକର୍ମୀ ବିଜାପୁର-ସୁକମା ସୀମାର ତାରେମ ଜଙ୍ଗଲରେ ମାଓ…