ଛତିଶଗଡ ସୀମାନ୍ତ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର କୋଭିଡ ସ୍ଥିତି ଉପେ ରାଜ୍ୟ ସରକାରଙ୍କ କଡା ନଜର

ଭୁବନେଶ୍ୱର- ପଶ୍ଚିମ ଓଡିଶାରେ କୋଭିଡ ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ କଂଟେନମେଂଟ୍ କରାଯାଉଛି । ପଡୋଶୀ ଛତିଶଗଡରେ କୋଭିଡ ସଂକ୍ରମଣ ବୃଦ୍ଧି…

ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଭୁବନେଶ୍ୱର – ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଆରମ୍ଭ ହୋଇଛି । ବିମାନବନ୍ଦରରେ ପହଂଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯାଇଛନ୍ତି…

କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ମେଡିକାଲ କଲେଜ ଅଗ୍ରଗତିର…

ଫୁଲବାଣୀ – ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲିଦେଖିବା ସହ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ ଫୁଲବାଣୀର ସର୍ବପୁରାତନ…

କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କୋରୋନା ମାମଲା ୪ ଶହ ଟପିଲା, ଦିନକରେ ୪୬୧ ନୂଆ ସଂକ୍ରମିତ

ଭୁବନେଶ୍ୱର- ଓଡିଶାରେ ଦିନକୁ ଦିନ କୋରୋନା ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଛି । ବହୁଦିନ ପରେ ରାଜ୍ୟରେ ଦୈନିକ ମାମଲା ୪ ଶହ ଟପିଛି । ଗତ ୨୪ ଘଂଟା ମଧ୍ୟରେ ୪୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬, ଖୋର୍ଦ୍ଧା ଜିଲ୍ଲାରୁ ୬୯, ସୁନ୍ଦରଗଡ ଜିଲ୍ଲାରୁ ୬୨,…

ଉତ୍ପାଦନ ମାନଦଣ୍ଡ ଉଲ୍ଲଂଘନ ଦର୍ଶାଇ “କୋଭାକ୍ସିନ” ଟିକା ନେବାକୁ ମନାକଲା ବ୍ରାଜିଲ, ଆବଶ୍ୟକୀୟ ପ୍ରମାଣ…

ନୂଆଦିଲ୍ଲୀ - ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକରୁ କରୋନା ଟିକା (କୋଭାକ୍ସିନ)ର ଆମଦାନୀକୁ ମଞ୍ଜୁରି ଦେବାକୁ ମନା କରି ଦେଇଛି । ଜିଏମପି ବା ଉତ୍ପାଦନ ମାନଦଣ୍ଡ ଉଲ୍ଲଂଘନ ଦର୍ଶାଇ ବ୍ରାଜିଲ ଏହି ନିଷ୍ପତ୍ତି ନେଇଛି। ବ୍ରାଜିଲ ସରକାର ଗତ ମାସରେ ଏହି ଭାରତୀୟ…

ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ମୁ୍‌ମ୍ବାଇ – ନିକଟରେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିିନ ତେନ୍ଦୁଲକର ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସଚିନ ଟ୍ୱିଟ୍ କରିଛନ୍ତି । ଛଅ ଦିନ ତଳେ ସଚିନ କରୋନା ପଜିଟିଭ୍ ଚିହ୍ନଟ…

୬ ମାସ ପରେ ସଂକ୍ରମଣରେ ରେକର୍ଡ ବୃଦ୍ଧି, ଦିନକରେ ଆଉ ୮୧ ହଜାର ମାମଲା, ୪୬୯ ମୃତ

ନୂଆଦିଲ୍ଲୀ – ଛଅ ମାସ ପରେ ଭାରତରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୧,୪୬୬ ନୂଆ ମାମଲା ସାମ୍ନାକୁ ଆସିଛି । ଅକ୍ଟୋବର ୨ ପରେ ଦୈନିକ ସଂକ୍ରମଣ ୮୦ ହଜାର ଟପିଛି । ଉକ୍ତ ଦିନ ଭାରତରେ ୮୧,୪୮୪ ରୋଗୀ ଚିହ୍ନଟ ହୋଇଥିଲେ । ନୂଆ ରୋଗୀଙ୍କ ସହ ଭାରତରେ…