ଶିନା ବୋରା ବଞ୍ଚିଛନ୍ତି ! ସିବିଆଇକୁ ଚିଠି ଲେଖି ଦାବି କଲେ ଇନ୍ଦ୍ରାଣୀ

ମୁମ୍ବାଇ: ଶିନା ବୋରା ହତ୍ୟା ମାମଲାରେ ପୁଣି ଥରେ ନୂଆ ମୋଡ଼ ଆସିଛି । ମୁଖ୍ୟ ଅଭିଯୁକ୍ତ ତଥା ଶିନା ବୋରାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ଝିଅ ବଞ୍ଚିଛନ୍ତି । ଶିନା ବୋରାଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ଇନ୍ଦ୍ରାଣୀ ଜେଲରୁ ସିବିଆଇକୁ ଚିଠି ଲେଖି ଏଭଳି ଦାବି…