କିମ୍ବଦନ୍ତୀ କ୍ରିକେଟ୍ କୋଚ୍ ତାରକ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଅନେକ ଆନ୍ତର୍ଜାତୀୟ ତଥା ପ୍ରଥମ ଶ୍ରେଣୀ କ୍ରିକେଟର ଦେଇଥିବା ପ୍ରସିଦ୍ଧ କୋଚ୍ ତାରକ ସିହ୍ନାଙ୍କ ଶନିବାର ସକାଳେ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସିହ୍ନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଅବିବାହିତ…

ବିରୋଧୀଙ୍କୁ ବିଜେଡିର ଟାର୍ଗେଟ : ନିର୍ବାଚନ ଆସିଲେ ହିଁ ବିରୋଧୀ ଦଳଙ୍କ ମନେପଡେ ନାରୀ ସୁରକ୍ଷା

ଭୁବନେଶ୍ୱର - ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିର୍ବାଚନ ସରିଗଲେ ଏହିକଥାକୁ ଭୁଲି ଯାଆନ୍ତି ବିରୋଧୀ । ଏଭଳି କହି ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି । ପ୍ରେସମିଟ୍ କରି ବିଜେଡି ମୁଖପାତ୍ର…

ପିପିଲିରେ 78.24 ପ୍ରତିଶତ ମତଦାନ

ପିପିଲି - ପିପିଲି ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ପ୍ରତିଶତ 78.24 ପ୍ରତିଶତ ରହିଛି । ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ରହିଛି । ଇଭିଏମରେ ସିଲ୍ ହୋଇଛି 10 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ । ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ଆସନ୍ତା 3