ଗୋଆ ବିଜେପିକୁ ଆଉ ଏକ ଝଟକା, ବିଧାୟିକା ପଦରୁ ଇସ୍ତଫା ଦେଲେ ଆଲିନା ସାଲଦାନା

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ଶାସକ ବିଜେପିକୁ ଆଉ ଏକ ଝଟକା ଲାଗିଛି। ଦଳର ବିଧାୟିକା ଆଲିନା ସାଲଦାନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପ୍ରସଙ୍ଗରେ ସୂଚନା ଦେଇ ସେ କହିଛନ୍ତି ଯେ ମୁଁ ଇସ୍ତଫା ଦେଉଛି କାରଣ ବିଜେପି ଆଉ ଆଗ ପରି ଦଳ ହୋଇ ରହି ନାହିଁ ।…

ବିଶେଷଜ୍ଞଙ୍କ ଚେତାବନୀ: ଜାନୁଆରୀ-ଫେବୃଆରୀରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢ଼ିପାରେ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଦକ୍ଷିଣ ଆଫ୍ରିକା ଠାରୁ ବ୍ରିଟେନ ପର୍ଯ୍ୟନ୍ତ, ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଜାନୁଆରୀ-ଫେବୃଆରୀରେ ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ୍ ମାମଲା ବୃଦ୍ଧି ପାଇବ…

ଭରସା ରଖି ଡିଜିପି ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନୀଲ କୁମାର ବଂଶଲ

ନୂଆଦିଲ୍ଲୀ – ରାଜ୍ୟର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପାଇଲା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁନୀଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବନିଯୁକ୍ତ ଡିଜିପି । ଗରିବ, ମହିଳା, ଶିଶୁଙ୍କ ସୁରକ୍ଷାକୁ ସେ…

ସର୍ବଦଳୀୟ ବୈଠକ ପରେ ଘୋଷଣା ହେବ ପଂଚାୟତ ନିର୍ବାଚନ ତାରିଖ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ତାରିଖ ଘୋଷଣା ବାକି ରହିଛି । ଆସନ୍ତାବର୍ଷ ଫେବ୍ରୁଆରୀ –ମାର୍ଚ୍ଚରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ହେବା ସମ୍ଭାବନା ରହିଛି । ତେବେ, ନିର୍ବାଚନ ନେଇ ଖୁବ ଶୀଘ୍‌ର ସର୍ବଦଳୀୟ ବୈଠକ ବସିବ ।…

ଜୁନିୟର ହକି ବିଶ୍ୱକପ: ସେମିରେ ଜର୍ମାନୀ ଠାରୁ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ଭାରତର ଟାଇଟଲ ବଜାୟ ରଖିବା ଆଶା ଧୂଳିସାତ ୍ ହୋଇଛି । ଜୁନିୟର ହକି ବିଶ୍ୱକପରେ ଶୁକ୍ରବାର ଅନଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪-୨ ଗୋଲରେ ୬ ଥରର ଚାମ୍ପିୟନ ଜର୍ମାନୀ ଠାରୁ ହାରିଯାଇଛି । ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ…