ଲକଡାଉନ ବେଳେ କଳାବଜାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର- ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହେବା ମାତ୍ରକେ ଆଳୁପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବଢିଥିବା ଅଭିଯୋଗ ହୋଇଛି । ମହଜୁଦକାରୀ ଓ କଳାବଜାରୀମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢାଇ ଦେଇଥିବା ଅଭିଯୋଗ ହେଉଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ…