ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ, ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ, ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର –କିଛି ଦିନର ବ୍ୟବଧାନ ପରେ ରାଜ୍ୟର କିଛି ଅଂଚଳରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି । ଆଜି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଆଜି ଏଠାରେ ଦିନର ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।…

କୋଭିଡ ମୁକାବିଲା : ପଶ୍ଚିମ ଓଡିଶାର ୫ ଜିଲ୍ଲାକୁ ଯିବେ ୧୭ ଓଏଏସ ଅଧିକାରୀ

ଭୁବନେଶ୍ୱର- କୋଭିଡ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ୧୭ ଜଣ ଓଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲାକୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ଓଏଏସ ଅଧିକାରୀଙ୍କୁ ପଠାଯିବ । ନୂଆପଡାକୁ ୫, ବଲାଙ୍ଗିରକୁ…

ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ୍ ହେଲଥ୍ ସେଣ୍ଟର ଘୋଷଣା

ବ୍ରହ୍ମପୁର : ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଦ୍ବିତୀୟ ଲହରିର ମୁକାବିଲା ସକାଶେ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ…

ଦ୍ବିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ଦେଇପାରିବେନି ଭୋଟ୍

କୋଲକାତା: କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ଉଭୟ ୨୬ ଏପ୍ରିଲରେ ଆସାନସୋଲରେ ଭୋଟ୍ ଦେବେ ନାହିଁ। ତେବେ ସେ ଆସାନସୋଲ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସହ ମାନସିକ ସ୍ତରରେ ରହିବେ ଏବଂ ଘରୁ ପରିସ୍ଥିତି ଉପରେ ନଜର…

ହଜମ ହେଉନି ସମାଲୋଚନା: କୋଭିଡ୍ ସମ୍ବନ୍ଧୀୟ ପୋଷ୍ଟ ହଟାଇବାକୁ ଟ୍ବିଟରକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କୋଭିଡ -୧୯ ସହ ଜଡିତ 'ଉତ୍ତେଜନାପୂର୍ଣ୍ଣ ପୋଷ୍ଟ' ହଟାଇବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଟ୍ୱିଟରର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ବୈଧ ଆଇନଗତ ଅନୁରୋଧ ଉପରେ କମ୍ପାନୀ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ…

କୋଭାକ୍ସିନ’ର ଏକ୍ସପାଏରୀ ଅବଧି ବୃଦ୍ଧି ପାଇଁ ଡିସିଜିଆଇ ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଏହାର କରୋନା ଟିକା କୋଭାକ୍ସିନର ଏକ୍ସପାଏରୀ ଅବଧି ବୃଦ୍ଧି କରିବାକୁ ଭାରତୀୟ ଔଷଧ ନିୟାମକଙ୍କ(ଡିସିଜିଆଇ)ଠାରୁ ଅନୁମତି ମାଗିଛି। ଭରତ ବାୟୋଟେକ୍ କୋଭାକ୍ସିନର ଏକ୍ସପାଏରୀ ତାରିଖକୁ ଛଅ ମାସରୁ ୨୪ ମାସକୁ ବୃଦ୍ଧି କରିବାକୁ ଚାହୁଁଛି | କମ୍ପାନୀ ଏ ବିଷୟରେ…