ଘରୋଇ ହସପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଶଯ୍ୟା ସଂରକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଘରୋଇ ହସପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଶ ଯ୍ୟା ସଂରକ୍ଷଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏସିଏସ ପି.କେ ମହାପାତ୍ର ସବୁ ଜିଲ୍ଲାପାଳ ଓ ମ୍ୟୁନିିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । କୋଭିଡ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ହେବ ।…

ଉତ୍ତରପ୍ରଦେଶ ଅଲିଗଡରେ ଅମ୍ଳଜାନ ଅଭାବରୁ ପାଞ୍ଚ କରୋନା ରୋଗୀଙ୍କ ମୃତ୍ୟୁ

ଅଲିଗଡ: ଅମ୍ଳଜାନ ଅଭାବ ଯୋଗୁ ଉତ୍ତରପ୍ରଦେଶର ଅଲିଗଡର ଏକ ଘରୋଇ ହସ୍ପିଟାଲରେ ପାଞ୍ଚ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ପୋଲିସର ସୂଚନାନୁସାରେ ବୁଧବାର ଏଠାରେ ଥିବା ଗାନ୍ଧୀ ପାର୍କ ଅଞ୍ଚଳର ନୌରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ହସ୍ପିଟାଲର ମାଲିକ ଡ.ସଞ୍ଜୀବ ଶର୍ମା ଏହି…

ପଶ୍ଚିମବଙ୍ଗ ନିର୍ବାଚନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିଶନ ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ

କୋଲକାତା: କୋଭିଡର ଭୟାନକ ଦ୍ୱିତୀୟ ଲହରୀ ମଧ୍ୟରେ ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟ ନିର୍ବାଚନରେ ଯେଉଁଭଳି ଭାବେ କୋଭିଡ୍ ନିୟମର ଉଲ୍ଲଂଘନ ହେଉଛି, ସେନେଇ କୋଲକାତା ହାଇକୋର୍ଟ ଆଜି ନିର୍ବାଚନ କମିଶନ ଉପରେ ବର୍ଷିଛନ୍ତି । ନିର୍ବାଚନ ରାଲିଗୁଡିକ ସୁପର-ସ୍ପ୍ରେଡର୍ ସାଜିବାର ସମ୍ଭାବନା ଥିବା ବେଳେ,…

ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ଭୋଟ୍, ୧୯ରେ ଗଣତି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ତାରିଖ ପୁଣିଥରେ ଘୁଞ୍ଚିଛି । ଏହି ଉପନିର୍ବାଚନ ମେ ୧୩ ପରିବର୍ତ୍ତେ ମେ ୧୬ରେ ହେବ । ମେ ୧୯ରେ ଭୋଟ୍ ଗଣତି ହେବ । ନିର୍ବାଚନ କମିଶନ ସାନି ବିଜ୍ଞପ୍ତି ଜାରି କରିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ନୂଆ ତାରିଖ ସମ୍ପର୍କରେ ସୂଚନା…

CM Grieves Demise of Noted Odia Film Editor Ravi Shankar Patnaik

Bhubaneswar: Chief Minister Naveen Patnaik has condoled the demise of noted Odia film editor Ravi Shankar Pattnaik, who passed away this morning. ଜୟଦେବ ପୁରସ୍କାର ବିଜେତା ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ଶଙ୍କର ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି…

ମୋଦିଙ୍କୁ ସୋନିଆଙ୍କ ଚିଠି: ମାଗଣା ଟିକା ଦାୟିତ୍ବରୁ ଦୂରେଇ ଯାଉଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ - କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାର ଭୟାବହ ଲହରୀ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୋନିଆ କରୋନା ବିରୋଧରେ ନୂଆ ଟୀକାକରଣ ନୀତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଅଭିଯୋଗ…