ସ୍ପଷ୍ଟ କଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟରେ ଲାଗିବନି ସମ୍ପୂର୍ଣ୍ଣ ଲକଡାଉନ୍

ମୁମ୍ବାଇ: ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ସାଧାରଣ ପରିବହନକୁ ମଧ୍ୟ…

ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ପ୍ରଥମେ ଜିଲ୍ଲା ପରିଷଦ ଜୋନରେ କ୍ୱାରେଂଟାଇନ ସେଂଟର : ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର- ଦେଶର ଅନେକ ରାଜ୍ୟରେ ଲକଡାଉନ ଜାରି ହୋଇଥିବାରୁ ପ୍ରବାସୀ ଶ୍ରମିକ ଓଡିଶା ଫେରିବା ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କ ପାଇଁ କ୍ୱାରେଂଟାଇନ ସେଂଟର ବ୍ୟବସ୍ଥା କରାଯାଉଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

ନାଶିକ: ଅକ୍ସିଜେନ ଲିକ୍ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ

ନାଶିକ: ମହାରାଷ୍ଟ୍ରର ନାଶିକର ଜାକିର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କ୍ ଲିକ୍ କାରଣରୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ‌। ନାଶିକ୍ ଜିଲ୍ଲା ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ଏଫଡିଏ ମନ୍ତ୍ରୀ ରାଜେନ୍ଦ୍ର ଶିଙ୍ଗନ କହିଥିଲେ ଯେ ଅକ୍ସିଜେନ ଲିକ୍ ଯୋଗୁଁ ୧୧…

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ସର୍ବସାଧାରଣ କଟକଣା ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି

ବ୍ରହ୍ମପୁର –କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳରେ ଜାରି କରାଯାଇଥିବା କଟକଣାକୁ ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଆଇସିଏମ୍ଆର୍ ର ଦାବି: କରୋନାର ଅଧିକାଂଶ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ ‘କୋଭାକ୍ସିନ’ ଟିକା

ନୂଆଦିଲ୍ଲୀ - ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ରେକର୍ଡ ସ୍ତରରେ ପହଞ୍ଚୁଛି। ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କୋଟିରୁ ଅଧିକ ଲୋକଙ୍କୁ ଟୀକା ଡୋଜ୍ ଦିଆଯାଇଛି। ଏହାରି ଭିତରେ 'କୋଭାକ୍ସିନ'କୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍…