ଶ୍ରୀରାମ ନବମୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି, ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଅନୁକୂଳ

ପୁରୀ - ଆଜି ପବିତ୍ର ଶ୍ରୀରାମ ନବମୀ । ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ସ୍ୱତନ୍ତ୍ର ରୀତିନୀତିରେ ପାଳନ ହେବ ଶ୍ରୀରାମ ନବମୀ । ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଆଜି ମଧ୍ୟ ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ।…

ଶୀତଳାପଲ୍ଲୀ ଟାଟା କୋଭିଡ ହସପିଟାଲ ପୁଣି କାର୍ଯ୍ୟକ୍ଷମ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ବ୍ରହ୍ମପୁର – କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ ହସପିଟାଲ ପୁଣି ଥରେ କାର୍ଯ୍ୟକ୍ଷମ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ହାଇଟେକ୍ ମେଡିକାଲ କଲେଜକୁ ଜିଲ୍ଲା ପ୍ରଶାସନ ଚିଠି ଲେଖିଛି । ଟାଟା କୋଭିଡ…

ହାଇଦର ଫେରାର ମାମଲା : ସମ୍ବଲପୁର ରିଜର୍ଭ ଇନସପେକ୍ଟର ମଧୁସୂଦନ ମହାପାତ୍ରଙ୍କୁ ବଦଳି

ଭୁବନେଶ୍ୱର- କଟକ ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ ଫେରାର ଘଟଣାରେ ସମ୍ବଲପୁର ରିଜର୍ଭ ଇନସପେକ୍ଟର ମଧୁସୂଦନ ମହାପାତ୍ରଙ୍କୁ ବଦଳି କରାଯାଇଛି । ଦାୟିତ୍ୱ ଆଂବଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ମଧୁସୂଦନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମଧୁସୂଦନଙ୍କ ସ୍ଥାନରେ…

କରୋନାର ଭୟାନକ ସ୍ଥିତି: ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ ମାମଲା, ପ୍ରଥମ ଥର ୨୦୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ – କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବାର ଦିନକ ପରେ ଭାରତରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି । ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ ମାମଲା ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଦିନକରେ ୨୯୪.୧୧୫…

ରାଜ୍ୟରେ ୪ ହଜାର ୮୫୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୭୦୩, ସୁନ୍ଦରଗଡରୁ ୫୧୬

ଭୁବନେଶ୍ୱର- ରାଜ୍ୟରେ କୋରୋନାର ୪ ହଜାର ୮୫୧ ନୂଆ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ସଂଗରୋଧରୁ ୨ ହଜାର ୮୧୪ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩, ସୁନ୍ଦରଗଡରୁ ୫୧୬, ନୂଆପଡାରୁ ୪୮୬, ବରଗଡରୁ ୩୧୮ ଓ କଟକରୁ ୩୦୪…

ନ୍ୟୁଜରୁମ: ସକାଳର ଖବର

ହସ୍ପିଟାଲରେ ଅଧିକ ଶଯ୍ୟା ସହ ଅକ୍ସିଜେନ ସପୋର୍ଟ ସିଷ୍ଟମ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶନାମା ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ…

Newsroom: Morning Headlines

Keonjhar Dist Admin Restarts Govt COVID Hospital CM Stresses on Six Point Formula, Directs Officials to Ramp up Beds with Oxygen Support Odisha Suspends DL, LL Tests at RTOs Consider Lockdowns Only as Last Option: PM Modi to…

ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନା ବିରୋଧୀ ଲଢ଼େଇରେ ଲକ୍‌ଡାଉନ୍ କେବଳ ଶେଷ ଅସ୍ତ୍ର ତଥା ବିକଳ୍ପ ହେବା ଉଚିତ । ଲକଡାଉନ୍ ପରିବର୍ତ୍ତେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ…