ଲାଲ୍ କିଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ - ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଲାଲ୍ କିଲାରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଆଜି ଦିଲ୍ଲୀର ତୀସ୍ ହାଜାରି କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୩୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦୀପ ସିଦ୍ଧୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।…

ସପ୍ତାହନ୍ତ ସଟଡାଉନ୍ ଆରମ୍ଭ, ସହରାଞ୍ଚଳରେ ଶୂନଶାନ ମାହୋଲ

ପୁଣି ରାଜରାସ୍ତାରେ ସମ୍ମୁଖ ଯୋଦ୍ଧା ପୁଲିସ ସମ୍ବଲପୁର: ମାତ୍ର କିଛି ମାସର ବ୍ୟବଧାନ ପରେ ପୁଣି କରୋନା ଭୟଙ୍କର ରୂପ ଧାରଣ କରିଛି । ଛତିଶଗଡରେ ଏହା ବେକାବୁ ହେବା ପରେ ବର୍ତମାନ ଏହା ସାରା ଓଡିଶାରେ ଉଦବେଗଜନକ ସ୍ଥିତି ସ୍ରୁଷ୍ଚି କରିଛି । ତେବେ ପ୍ରଥମ ଲହର ପରି ଏହି ଦ୍ବିତୀୟ ଲହରରେ ବି…

ପଶ୍ଚିମବଙ୍ଗ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୪୫ଟି ଆସନ ପାଇଁ କଡ଼ ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ଉତ୍ତର ବଙ୍ଗଳା ଏବଂ ଦକ୍ଷିଣ ବଙ୍ଗଳାର ୬ଟି ଜିଲ୍ଲାରେ ୪୫ଟି ଆସନ ପାଇଁ ୩୪୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ସିଲିଗୁଡି ମେୟର ଅଶୋକ…

ଶ୍ରାଦ୍ଧ ଦିବସରେ ବିଜୁବାବୁଙ୍କୁ ସ୍ମରଣ କଲେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ

ଭୁବନେଶ୍ୱର- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରାଦ୍ଧ ଦିବସରେ ମନେ ପକାଇଛନ୍ତି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିଜୁବାବୁ ବାସ୍ତବ ଜୀବନରେ ହିରୋ ଥିଲେ ବୋଲି ନବୀନ ଜିନ୍ଦଲ ଟ୍ୱିଟ୍ କରିଛନ୍ତି । ବିଜୁବାବୁ ଆଧୁନିକ ଓଡିଶାର ନିର୍ମାତା ଓ ଦୂରଦୃଷ୍ଟି ସଂପନ୍ନ ନେତା ବୋଲି ଜିନ୍ଦଲ…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ନୂଆ ଏସଓପି, ବାହାର ରାଜ୍ୟର ଭକ୍ତଙ୍କ ପାଇଁ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ…

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନେଇ ନୂଆ ଏସଓପି ଜାରି କରାଯାଇଛି । ରାଜ୍ୟ ବାହାରର ଭକ୍ତଙ୍କ ପାଇଁ କଟକଣା କଡାକଡି କରାଯାଇଛି । ଏଣିକି ୭୨ ଘଂଟା ନୁହେଁ , ୯୬ ଘଂଟାର କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୨ଟି ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ଦେଖାଇବା ଜରୁରୀ…