ସାରାରାଜ୍ୟର ସହରାଞ୍ଚଳରେ କାଲିଠାରୁ ନାଇଟ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସାରା ରାଜ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି । ସେସବୁ ଜିଲ୍ଲାଗୁଡିକର ସହରାଂଚଳରେ…

କୋରୋନା ମୁକାବିଲା ନେଇ ୨୧ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର –କୋରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲା ଓ ସହର ପାଇଁ ଆଇଏଏସ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ୍‌. ତିରୁମାଲାଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢୀଙ୍କୁ…

ଉଲଗ୍ନ ଅବସ୍ଥାରେ ଅନଲାଇନ୍ ବୈଠକରେ ଯୋଗଦେଲେ କାନାଡା ସାଂସଦ

ଓଟାୱା (କାନାଡା) - କାନାଡା ସଂସଦର ଡିଜିଟାଲ୍ ବୈଠକରେ ହାଉସ ଅଫ୍ କମନ୍ସର ଜଣେ ସଦସ୍ୟ ଉଲଗ୍ନ ଅବସ୍ଥାରେ ନଜର ଆସିବା ଚର୍ଚ୍ଚାର ବିଷୟ ହୋଇଛି । ୨୦୧୫ରୁ ପଣ୍ଟିଆକ୍ ର କ୍ୟୁବେକ୍ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ୱିଲିୟମ୍ ଆମୋସ୍ ବୁଧବାର ତାଙ୍କ ସାଥୀ ସାଂସଦମାନଙ୍କ ସ୍କ୍ରିନରେ…

ମେଡିକାଲ ଅକ୍ସିଜେନର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ - ମେଡିକାଲ ଅକ୍ସିଜେନର ଯୁକ୍ତିଯୁକ୍ତ ବ୍ୟବହାର ଏବଂ ଏହା ଯେଭଳି ଅପଚୟ ନ ହେବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସବୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଉପଲବ୍ଧ ଅଛି । କେନ୍ଦ୍ର ସ୍ୱାସ୍ଥ୍ୟ…

୧୦ଟି ରାଜ୍ୟରେ କରୋନା ଭାଇରସର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ ଠାବ

ନୂଆଦିଲ୍ଲୀ - ଦେଶରେ କରୋନାର ଭୟଙ୍କର ପରିସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲା ଦୁଇ ଲକ୍ଷ ଟପିଛି । ବର୍ତ୍ତମାନ ଦେଶର ୧୦ଟି ରାଜ୍ୟରେ ବିଦେଶରୁ ଆସିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୧୦ଟି ରାଜ୍ୟରୁ…

ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘୋଷଣା, ଦିଲ୍ଲୀରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ - କରୋନା ଯୋଗୁଁ ରାଜଧାନୀରେ ବିଗିଡି ଯାଇଥିବା ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ମଲ୍, ଜିମ୍, ସ୍ପା ସବୁ ବନ୍ଦ ରହିବ । କିନ୍ତୁ ଆବଶ୍ୟକ…

ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଆସନ୍ତା ୧୯ ତାରିଖରୁ ସବୁ…

ଭୁବନେଶ୍ବର: ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ରାଜ୍ୟ ଉଚ୍ଚ…