Browsing Category
ଦେଶ
ଡିଆରଡିଓ ଚେୟାରମ୍ୟାନଙ୍କ ସୂଚନା, ମେ ୧୧-୧୨ରୁ ବଜାରରେ ଉପଲବ୍ଧ ହେବ ଡିଆରଡିଓର କୋଭିଡ୍ ଔଷଧ
ନୂଆଦିଲ୍ଲୀ: ଜରୁରୀକାଳୀନ ବ୍ୟବହାର ପାଇଁ ଡିଆରଡିଓର କୋଭିଡ୍ ଔଷଧ '୨-ଡିଅକ୍ସି-ଡି-ଗ୍ଲୁକୋଜ୍'କୁ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଅନୁମତି…
ହିମନ୍ତ ବିଶ୍ବ ଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। ରବିବାର ଅନୁଷ୍ଠିତ…
ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍
ନୂଆଦିଲ୍ଲୀ: କରୋନା ପ୍ରକୋପ ଦୃଷ୍ଟିରୁ ଦିଲ୍ଲୀରେ ଲକଡାଉନ୍ ଅବଧି ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ଉତ୍ତରପ୍ରଦେଶରେ ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ୍ ୩୦ରୁ ଲାଗୁ ହୋଇଥିବା ଲକଡାଉନ୍ ତଥା କରୋନା କର୍ଫ୍ୟୁକୁ ଆସନ୍ତା ୧୭…
ଭାରତରେ କରୋନା ସଙ୍କଟ ପାଇଁ ମୋଦିଙ୍କୁ ଲାନ୍ସେଟ୍ର ଭର୍ତ୍ସନା, ସଂକ୍ରମଣ ନିୟନ୍ତ୍ରଣ କରିବା…
ନୂଆଦିଲ୍ଳୀ: ଭାରତରେ କରୋନାର ମହାସଙ୍କଟ ପାଇଁ ପ୍ରସିଦ୍ଧ ଭେଷଜ ପତ୍ରିକା ‘ଲାନ୍ସେଟ୍’ ନିଜର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କରୋନା ତାଣ୍ଡବ ଜାରି, ପଞ୍ଚମ ଥର ୪ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ
ନୂଆଦିଲ୍ଲୀ: ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ସଂକ୍ରମଣର ଦ୍ୱିତୀୟ ଲହରୀ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ…
କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ କରୋନା ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହେବ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…
ଡିଆରଡିଓ ଦ୍ବାରା ବିକଶିତ କୋଭିଡ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି
ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଏହି ରୋଗର ମୁକାବିଲା ପାଇଁ ଆଉ ଏକ ଓଷଧକୁ ମଞ୍ଜୁରି ମିଳିଛି। ଡିଆରଡିଓ ଦ୍ବାରା ବିକଶିତ ଏହି…
ଜେଲରେ କରୋନା ସଂକ୍ରମଣ ବ୍ୟାପିବା ନେଇ ସୁପ୍ରିମକୋର୍ଟ ଚିନ୍ତିତ, କଏଦୀଙ୍କୁ ଜାମିନରେ ଛାଡ଼ିବାକୁ…
ନୂଆଦିଲ୍ଲୀ: ଜେଲରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଅଧିକାଂଶ କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ତାମିଲନାଡୁରେ ମେ ୧୦ରୁ ୨୪ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍
ଚେନ୍ନାଇ: କରୋନା ସଂକ୍ରମଣର ବୃଦ୍ଧି ଦୃଷ୍ଟିରୁ ତାମିଲନାଡୁ ସରକାର ଆସନ୍ତା ୧୦ ତାରିଖରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ…