Browsing Category

Odia

ଦେଶରେ କୋରୋନା ମାମଲାର ୬୫ ଲକ୍ଷ ପାର, ୨୪ ଘଂଟାରେ ୭୫ ହଜାର ୮୨୯ ନୂଆ ରୋଗୀ, ୯୪୦ ମୃତ

ନୂଆଦିଲ୍ଲୀ - ଦେଶରେ ମୋଟ କୋରୋନା ମାମଲା ୬୫ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ରୋଗୀ । ଏଥିସହ…

ପିପିିଲି ବିଧାୟକ ମହାରଥୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଏସସିବିରେ ପ୍ଲାଜମା ଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଜମା ଦାନ କରିଛନ୍ତି । ଆଜି କଟକ ଏସସିବିରେ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ର…

ରାଜ୍ୟରେ କୋରୋନା ସୁସ୍ଥ ହୋଇଥିବା ଲୋକଙ୍କ ସଂଖା ୨ ଲକ୍ଷ ନିକଟତର, ଆଜି ଆଉ ୪ ହଜାର ୬୬ ସୁସ୍ଥ,…

ଭୁବନେଶ୍ୱର- ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୪ ହଜାର ୬୬ ଜଣଙ୍କ ରୋଗୀ ସୁସ୍ଥ ହୋଇଛନ୍ତି ।…

ରାଜ୍ୟରେ ମାଓ ମୁକାବିଲା : ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ…

ନୂଆଦିଲ୍ଲୀ - କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ଆଜି ରାଜ୍ୟ ଗସ୍ତ କରି ନକ୍ସଲ ବିରୋଧୀ ଅପରେସନର…

ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଏମ୍ସ ରିପୋର୍ଟରେ…

ନୂଆଦିଲ୍ଲୀ - ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୧୦୦ ଦିନ ପରେ ଏକ ଗୁରୁତ୍ୱପୂଣ୍ଣ ର୍ ତଥ୍ୟ ସାମନାକୁ ଆସିଛି । ଏମସ୍…

ହୋମ୍ ଆଇସୋଲେସନରେ ଫାଭିଫିରାଭିର ଟାବଲେଟ୍ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର- କୋରୋନା ରୋଗୀ ଫାଭିଫିରାଭିର ଔଷଧ କେମିତି ବ୍ୟବହାର କରିବେ, ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି ।…