ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଅନୁବାଦର ଗୁରୁତ୍ଵ ଉପରେ ମତ ପ୍ରକାଶ
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଆ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଅନୁବାଦର ଗୁରୁତ୍ଵ ଉପରେ ମତ ପ୍ରକାଶ
ଭୁବନେଶ୍ଵର – ଓଡ଼ିଆ ସାହିତ୍ୟକୁ ବିଶ୍ଵ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି । ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ଵକୁ ସବୁ ମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ଵ ପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି [...]
Odiaଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ
ଭୁବନେଶ୍ବର : ଭାରତୀୟ ସମ୍ବିଧାନ ର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡା ର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି [...]
Odiaଭାଇଜାଗ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇ ସିରିଜକୁ ଫେରିଲା
ବିଶାଖାପଟନମ୍: ହାଇଦ୍ରାବାଦରେ ପରାଜୟ ପରେ ଭାରତ ବିଶାଖାପଟନମ୍ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂ ସହାୟତାରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ହରାଇ ଦେଇଛି । ୩୯୯ ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ସୋମବାର ଚତୁର୍ଥ ଦିବସର ଦ୍ବିତୀୟ ସେସନରେ ୨୯୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନ୍ ଓ ବୁମରା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମ୍ୟାଚରେ ମୋଟ ୯ [...]
Odiaଚମ୍ପାଇ ସୋରେନ୍ ସରକାର ଆସ୍ଥା ଭୋଟରେ ବିଜୟୀ
ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ସୋମବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ଆସ୍ଥା ଭୋଟ୍ ଜିତିବା ପାଇଁ ଚମ୍ପାଇ ସୋରେନ ସରକାରକୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିଲା । ତେବେ ତାଙ୍କ ସରକାର ସପକ୍ଷରେ ୪୭ଟି ଭୋଟ୍ ପଡ଼ିଥିଲା । ବିରୋଧରେ ପଡ଼ିଥିଲା ୨୯ ଖଣ୍ଡ ଭୋଟ୍। କୋର୍ଟଙ୍କ ଅନୁମତି କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥା ଭୋଟରେ ଭାଗ ନେଇଥିଲେ। ଆସ୍ଥା ଭୋଟ୍ ପୂର୍ବରୁ [...]
Odiaମାଘ ଶୀତ ଗାଏବ, ଏବେଠୁ ବଢିଲାଣି ତାତି
ଭୁବନେଶ୍ବର – ମାଘ ମାସ ଚାଲିଛି । ଏହି ମାସରେ ବି ଶୀତ ଥରାଇବା କଥା । ଶୀତ ତ ଉଭେଇ ଗଲାଣି। ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ହିଁ ଅନୁଭୂତ ହେଲାଣି ତାତି । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି ଅନେକ ଅଞ୍ଚଳରେ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଥିବାରୁ ଗରମ ଅନୁଭୂତ ହେଉଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବରରେ ଦିନ ତାପମାତ୍ରା ୩୧.୭ ଡିଗ୍ରୀ ଛୁଇଁଲାଣି। [...]
Odiaରାଜ୍ୟପାଳଙ୍କ ଅଭିଭାଷଣ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା, ୫-ଟି ଓ ମୋ ସରକାର ଦ୍ୱାରା ପ୍ରାଶାସନିକ ବ୍ୟବସ୍ଥାରେ ନୂଆ ଯୁଗ ଆରମ୍ଭ
ଭୁବନେଶ୍ୱର – ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଭିଭାଷଣରେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ସଫଳତା ଓ ଯୋଜନାର ସଫଳ କାର୍ଯ୍ୟକାରିତା ସଂପର୍କରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି ରାଜ୍ୟପାଳ। ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସୁବିଧା ଦେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମଧ୍ୟ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ [...]
Odiaଆଜିଠୁ ସମଲେଇ ଦର୍ଶନରେ ଆସିବେ ବିଭିନ୍ନ ଜିଲ୍ଲାରୁ ଭକ୍ତ, ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା
ସମ୍ବଲପୁର: ମାଁ ସମଲେଇଙ୍କ ପ୍ରକଳ୍ପ ପରିକ୍ରମା ଉଦଘାଟନ ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଠାରୁ ମାଁ ସମଲେଇଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭକ୍ତ ଆସୁଛନ୍ତି। ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀର ଭକ୍ତ ବିଭିନ୍ନ ଦିନରେ ମାଁଙ୍କ ଦର୍ଶନ ସହ ଏହି ପରିକ୍ରମାର ସୌଭାଗ୍ଯ ଲାଭ ପାଇଁ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା ହୋଇଛି। ଗତକାଲି ଏନେଇ ଜିଲ୍ଲାପାଳ [...]
Odiaଶଙ୍କର ମହାଦେବନ ଓ ଜାକିର ହୁସେନଙ୍କୁ ଗ୍ରାମି ପୁରସ୍କାର
ନୂଆଦିଲ୍ଲୀ: ଭାରତୀୟ ଗାୟକ ତଥା ସଙ୍ଗୀତକାର ଶଙ୍କର ମହାଦେବନ ଓ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କୁ ମିଳିଛି ସମ୍ମାନଜନକ ଗ୍ରାମି ପୁରସ୍କାର । ଉଭୟଙ୍କ ବ୍ୟାଣ୍ଡ୍ ‘ଶକ୍ତି’ ଦ୍ଵାରା ପ୍ରସ୍ତୁତ ଆଲବମ୍ ‘ଦିସ୍ ମୋମେଣ୍ଟ’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଗ୍ରାମି ପୁରସ୍କାର ଜିତିଛି । ଏହି ଆଲବମରେ ମୋଟ ୮ଟି ଗୀତ ରହିଛି । ଏହି ବ୍ୟାଣ୍ଡରେ ଶଙ୍କର ମହାଦେବନ୍, ଜନ୍ ମ୍ୟାକଲଫଲିନ୍, ଜାକିର ହୁସେନ୍, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ୍ [...]
Odiaରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
ଭୁବନେଶ୍ୱର – ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବର୍ଷର ପ୍ରଥମ ଅଧିବେଶନ ଥିବାରୁ ରାଜ୍ୟପାଳଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କୁ ବିଧାନସଭା ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ । ବିଧାନସଭାର ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଷୋଡ଼ଶ ବିଧାନସଭାର ଏହା ହେଉଛି ଅନ୍ତିମ ଅଧିବେଶନ। [...]
Odiaଆଜି ଆସ୍ଥା ଲୋଡିବେ ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର
ରାଞ୍ଚି: ଝାଡ଼ଖଣ୍ଡର ଚମ୍ପାଇ ସୋରେନ୍ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଆସ୍ଥା ଭୋଟରେ ଭାଗ ନେବେ । ଏଥିପାଇଁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି । ଆସ୍ଥା ଭୋଟ୍ ପାଇଁ ଉପସ୍ଥିତ ରହିବାକୁ ଜେଏମ୍ଏମ୍ ଓ କଂଗ୍ରେସ ନିଜ ବିଧାୟକ ମାନଙ୍କୁ ହ୍ବିପ୍ ଜାରି କରିଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ୪୧ ବିଧାୟକଙ୍କ [...]
