ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ଅନୁକଂପା ସହାୟତା : ମୁଖ୍ୟମନ୍ତ୍ରୀ

୨.ସଂକ୍ରମଣ କମ୍‌, ସୁସ୍ଥ ହାର ଅଧିକ : ରାଜ୍ୟରେ ଆଜି ସୁସ୍ଥ ହେଲେ ୩ ହଜାର ୪୫୫ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୫୭୧

୩.ଗଂଜାମ ଜିଲ୍ଲା ପ୍ରଶାସନର ‘ମିସନ ଜିରୋ ଆକ୍ଟିଭ କେସେସ୍‌’ : ଧରାକୋଟ, ପୋଲସରା ଜିରୋ ଆକ୍ଟିଭ କେସ୍ ବ୍ଲକ ଘୋଷିତ

୪.ଦୁଇ ଆମେରିକୀୟ ମହିଳା ବିଜ୍ଞାନୀଙ୍କୁ ମିଳିବ ୨୦୨୦ର ରସାୟନ ବିଜ୍ଞାନ ନୋବେଲ୍

୫.ଡ୍ରଗ୍ସ ମାମଲା: ରିୟାଙ୍କୁ ସର୍ତମୂଳକ ଜାମିନ ଦେଲେ ବମ୍ବେ ହାଇକୋର୍ଟ, ଭାଇ ସୌଭିକଙ୍କ ଆବେଦନ ଖାରଜ

୬.ସାହିନବାଗ ଭଳି ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟକାଳୀନ ବିକ୍ଷୋଭ ଗ୍ରହଣୀୟ ନୁହେଁ : ସୁପ୍ରିମକୋର୍ଟ

୭.ହାଥରସ ଗଣଦୁଷ୍କର୍ମ ମାମଲା : ତଦନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ଆଉ ୧୦ ଦିନ ସମୟ ଦେଲେ ଯୋଗୀ ସରକାର

୮.ଚଳିତବର୍ଷ ଶେଷଆଡକୁ କୋରୋନା ଟିକା ସମ୍ଭାବନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Comments are closed.