ରାଜ୍ୟରେ କୋରୋନାରୁ ମୁକ୍ତ ହେଲେ ଆଉ ୨୮୮୮ ଲୋକ, ମୋଟ ସୁସ୍ଥ ସଂଖ୍ୟା ୭୦ ହଜାର ପାର

ଭୁବନେଶ୍ୱର – ରାଜ୍ୟରେ କୋରୋନା ସୁସ୍ଥ ବ୍ୟକ୍ତି ସଂଖ୍ୟା ୭୦ ହଜାର ପାର କରିଛି । ଶନିବାର ଆଉ ୨ ହଜାର ୮୮୮ ଲୋକ କୋରୋନାକୁ ମାତ୍ ଦେଇଛନ୍ତି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪୮୭ ସୁସ୍ଥ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରୁ ୪୧୦, ଗଂଜାମରୁ ୨୧୭,କଟକରୁ ୧୮୯, ବଲାଙ୍ଗୀରରୁ ୧୭୩ , କୋରାପୁଟରୁ ୧୫୧ ଓ ମୟୂରଭଂଜରୁ ୧୪୪ , ନୟାଗଡରୁ ୧୩୮ ଓ ପୁରୀ ଜିଲ୍ଲାରୁ ୧୩୪ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୨୩ ଓ ସମ୍ବଲପୁରରୁ ୧୧୭ ସୁସ୍ଥ ହୋଇଛନ୍ତି ।

Comments are closed.