ପାଠକ ମାମଲା : ତୃତୀୟ ଦିନରେ ବି ବ୍ରହ୍ମପୁରରେ ଏସଆଇଟିର ଛାନଭିନ୍

ବ୍ରହ୍ମପୁର- ପାଠକ ବାପା ପୁଅ ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ବ୍ରହ୍ମପୁରରେ ଏସଆଇଟିର ଲଗାତର ତୃତୀୟ ଦିନ ଧରି ତଦନ୍ତ ଜାରି ରହିଛି । ଆଜି ଭିଜିଲାନ୍ସ ଏସପିଙ୍କ ଅଫିସରେ ଜବତ କାଗଜପତ୍ରର ଯାଂଚ ହେବ । ଓଡିଶା ବନ ଉନ୍ନୟନ ନିଗମ ଓ ୨ଟି ଇନସ୍ୟୁରାନ୍ସ କଂପାନିରୁ ବହୁ କାଗଜପତ୍ର ଜବତ ହୋଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

Comments are closed.