Browsing Tag

AK Pathak

ପାଠକ ବାପ-ପୁଅଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ୩ ନୂଆ ମାମଲା, ଜେରା ପାଇଁ ଅଣାଯିବ ବ୍ରହ୍ମପୁର

ବ୍ରହ୍ମପୁର- ଠକେଇ ମାମଲାରେ ପାଠକ ବାପ-ପୁଅଙ୍କ ନାଁରେ ରୁଜୁ ହୋଇଛି ଆଉ ତିନିଟି ମାମଲା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏସବୁ ମାମଲା ରୁଜୁ ହୋଇଛି । ଏବେ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ନୂଆ ତିନିଟି ମାମଲାରେ ରିମାଣ୍ଡରେ ଅଣାଯିବ । ଆସନ୍ତାକାଲି ପାଠକ ବାପ-ପୁ୍‌ଅଙ୍କୁ ବ୍ରହ୍ମପୁର…

ଭିଜିଲାନ୍ସ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ, କିନ୍ତୁ କ୍ରାଇମବ୍ରାଂଚ ମାମଲା ଥିବାରୁ ଜେଲରେ ହିଁ ରହିବେ

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ ମିଳିଛି । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗିରଫ କରିବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ…

ପାଠକ ବାପ-ପୁଅ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଇଡିର ଖୋଳତାଡ, ୩ଟି ମାମଲା ରୁଜୁ

ଭୁବନେଶ୍ୱର- ପାଠକ ବାପ-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ଟି ମାମଲା ରୁଜୁ କରି ସେମାନଙ୍କ ଆର୍ଥିକ କାରବାର ସଂପର୍କରେ ଖୋଳତାଡ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବ୍ୟାଙ୍କରୁ ମିଳିଥିବା ତଥ୍ୟ ଅନୁଧ୍ୟାନ କରୁଛି ଇଡି । ପାଠକ ବାପ-ପୁଅ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା…

ଆକାଶ ପାଠକଙ୍କ ବ୍ୟାଙ୍କ ଖାତାରେ ୧୪ କୋଟି ଟଙ୍କା ଜମା ନେଇ ତଦନ୍ତ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ଆର୍ଥିକ କାରବାର ସଂପର୍କରେ ତଦନ୍ତ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଘରୋଇ ବ୍ୟାଙ୍କରେ ଆକାଶ ପାଠକଙ୍କ ତିନିଟି ଆକାଉଂଟରେ ଥିବା ୧୪ କୋଟି ୭୭ ଲକ୍ଷ ଟଙ୍କା କିଏ ଜମା କରିଛି ଓ କେଉଁଠାରୁ ଏହି ଟଙ୍କା ଆସିଛି,ତାହାର ତଦନ୍ତ କରିବ…

ପାଠକ ମାମଲା : ତୃତୀୟ ଦିନରେ ବି ବ୍ରହ୍ମପୁରରେ ଏସଆଇଟିର ଛାନଭିନ୍

ବ୍ରହ୍ମପୁର- ପାଠକ ବାପା ପୁଅ ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ବ୍ରହ୍ମପୁରରେ ଏସଆଇଟିର ଲଗାତର ତୃତୀୟ ଦିନ ଧରି ତଦନ୍ତ ଜାରି ରହିଛି । ଆଜି ଭିଜିଲାନ୍ସ ଏସପିଙ୍କ ଅଫିସରେ ଜବତ କାଗଜପତ୍ରର ଯାଂଚ ହେବ । ଓଡିଶା ବନ ଉନ୍ନୟନ ନିଗମ ଓ ୨ଟି ଇନସ୍ୟୁରାନ୍ସ କଂପାନିରୁ ବହୁ କାଗଜପତ୍ର ଜବତ ହୋଇଥିବା…

ଅଭୟକାନ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଲା ଏସଆଇଟି

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ଏ ନେଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି । ପାଠକ ବାପା-ପୁଅଙ୍କ ଆକାଉଂଟ ବାବଦରେ ଖୋଳତାଡ କରିବ ଏସଆଇଟି । ଅଭୟକାନ୍ତ ପାଠକ, ଅନ୍ୟ କେତେକଙ୍କ ନାଁରେ ଆକାଉଂଟ ଖୋଲି ଟଙ୍କା ରଖୁଥିବା…

ଅଭୟକାନ୍ତ ମାମଲା : ସମ୍ବଲପୁର ଓ ଅନୁଗୁଳରେ ଭିଜିଲାନ୍ସ ଟିମ୍‌ର ଖୋଳତାଡ

ଅନୁଗୁଳ- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ନିଲମ୍ବିତ ଆଇଏଫଏସ ଅଭୟକାନ୍ତଙ୍କ ବିରୋଧରେ ଜୋରଦାର ହେଉଛି ତଦନ୍ତ । ଅନୁଗୁଳରେ ଅଭୟ ପାଠକଙ୍କ ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଏହି କ୍ରମରେ ଅନୁଗୁଳ ଡିଏଫଓ ଅଫିସରେ ପହଂଚିଛି ଭିଡିଲାନ୍ସର ୪ ଜଣିଆ ଟିମ୍ । ବିଭିନ୍ନ କାଗଜପତ୍ର ସହ…