Browsing Tag

BCCI

୮୭ ବର୍ଷରେ ପ୍ରଥମ : ଚଳିତ ଥର ହେବନି ରଣଜୀ ଟ୍ରଫି

ନୂଆଦିଲ୍ଲୀ - ଚଳିତ ଥର ରଣଜୀ ଟ୍ରଫି ଆୟୋଜନ ନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ରଣଜୀ ଟ୍ରଫିର ୮୭ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ନାହିଁ । ରଣଜୀ ପରିବର୍ତ୍ତେ ଅଧିକାଂଶ ରାଜ୍ୟ ସଂଘର ଇଚ୍ଛା ଅନୁସାରେ ବିଜୟ ହଜାରେ ଟ୍ରଫି ଆୟୋଜନ…

ଦେବାଶିଷ ମହାନ୍ତି ଜାତୀୟ ଚୟନକର୍ତ୍ତା ନିଯୁକ୍ତ

ନୂଆଦିଲ୍ଲୀ - ଭାରତର ପୂର୍ବତନ ଦ୍ରୁତ ବୋଲର ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ କୋଚ୍ ଦେବାଶିଷ ମହାନ୍ତି ବିସିସିଆଇର ସିନିୟର ଚୟନ କମିଟିର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଦେବାଶିଷଙ୍କ ସମେତ ଚୟନ କମିଟିରେ ମନୋନୀତ ହୋଇଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ।…

୧୦ଟି ଦଳକୁ ନେଇ ହେବ ଆଇପିଏଲ୍‌, ବିସିସିଆଇ ଏଜିଏମ୍‌ରେ ନିଷ୍ପତ୍ତି

ଅହମ୍ମଦାବାଦ - ଆଇପିଏଲରେ ଆଉ ଦୁଇଟି ନୂଆ ଦଳକୁ ସାମିଲ କରାଯିବ । ଏଣିକି ଏହି ଲୋକପ୍ରିୟ ଟି୨୦ ଲିଗ୍‌ରେ ୧୦ଟି ଦଳ ଖେଳିବେ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି । ଏଯାବତ୍ ଆଇପିଏଲ୍ ୮ଟି ଦଳକୁ ନେଇ ଖେଳାଯାଉଛି ।…