Browsing Tag

Bhadrak

ଭଦ୍ରକ ବରପଦାରେ ଦୁଇ କୁଖ୍ୟାତ ଲୁଟେରାଙ୍କୁ ପୋଲିସର ଏନକାଉଣ୍ଟର, ଆଉ ୪ କାବୁ

ଭଦ୍ରକ-ଭଦ୍ରକ ଜିଲ୍ଲା ବରପଦା ନିକଟରେ ପୋଲିସ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ସେମାନେ ଆହତ ହୋଇଛନ୍ତି । ବିଭିନ୍ନ ଲୁଟ ଘଟଣାରେ ସଂପୃକ୍ତ ଥିଲେ ଦୁଇ ଅପରାଧୀ । ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ । ପୋଲିସ ସେମାନଙ୍କୁ…

ଭଦ୍ରକ ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବ ୟାଶ୍ , ବାଲେଶ୍ୱରେ ସ୍ଥିତି ଅନୁଧ୍ୟାନ ପାଇଁ ଗୃହ ରାଜ୍ୟମନ୍ତ୍ରୀଙ୍କୁ ପଠାଇଲେ…

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଆଖି ଦୃଶ୍ୟମାନ ହୋଇଛି । ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାଶ । ବର୍ତ୍ତମାନ ପାରାଦୀପଠାରୁ ୩୨୦, ବାଲେଶ୍ୱରଠାରୁ ୪୩୦, ଦୀଘାଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ବାତ୍ୟା ୟାଶ୍ । ଏହା ଘଣ୍ଟା ପ୍ରତି ୧୦…

ଯୁବକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ତିହିଡିରେ ଉତ୍ତେଜନା, ପୋଲିସ ଗାଡି ପୋଡିଲେ ଲୋକେ, ରାସ୍ତା ଅବରୋଧ

ଭଦ୍ରକ- ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଲ୍ଲୀନଗର ଛକରେ ଜଣେ ଯୁବକଙ୍କ ପୋଲିସ ମାଡରେ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମୃତକ ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ । ସୂଚନା ଅନୁସାରେ ବାପି ତାଙ୍କ ଭଉଣୀ ଘରକୁ…

ଭଦ୍ରକ ପୁରୁଣାବଜାର ଥାନାରେ ଅଗ୍ନିକାଣ୍ଡ, ଓଏସଏପିର ତିନି ଯବାନ ଗୁରୁତର

ଭଦ୍ରକ- ବାରିପଦା ଓଏସପିଓର ପଂଚମ ବ୍ୟାଟାଲିୟନର ୩ ଯବାନ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ପୁୁରୁଣାବଜାର ଥାନାରେ ଏହି ଘଟଣା ଘଟିଛି । ଏଠାରେ ପଚମ ବ୍ୟାଟାଲିୟନର ଯବାନ ଡ୍ୟୁଟି…