ଭାରତ ବାୟୋଟେକ୍ର ଦ୍ୱିତୀୟ କୋଭିଡ୍ ଟିକାର କ୍ଲନିକାଲ ଟ୍ରାଏଲ୍ ଫେବୃୟାରୀ-ମାର୍ଚ୍ଚରେ ଆରମ୍ଭ ହେବ
ନୂଆଦିଲ୍ଲୀ – ଭାରତ ବାୟୋଟେକ୍ର କୋଭିଡ୍-୧୯ ଟିକା ‘କୋଭାକ୍ସିନ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହି କମ୍ପାନୀ ଏବେ ଆଉ ଏକ କୋଭିଡ୍-୧୯ ଟିକା ତିଆରି କରୁଛି । କରେନା ବିରୋଧରେ କମ୍ପାନୀର ଏହି ନୂଆ ଟିକାର ପ୍ରଥମ ପର୍ଯ୍ୟାୟ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ୍ ଆସନ୍ତା…