Browsing Tag

Bharat Biotech

ଭାରତ ବାୟୋଟେକ୍‌ର ଦ୍ୱିତୀୟ କୋଭିଡ୍ ଟିକାର କ୍ଲନିକାଲ ଟ୍ରାଏଲ୍ ଫେବୃୟାରୀ-ମାର୍ଚ୍ଚରେ ଆରମ୍ଭ ହେବ

ନୂଆଦିଲ୍ଲୀ – ଭାରତ ବାୟୋଟେକ୍‌ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହି କମ୍ପାନୀ ଏବେ ଆଉ ଏକ କୋଭିଡ୍‌-୧୯ ଟିକା ତିଆରି କରୁଛି । କରେନା ବିରୋଧରେ କମ୍ପାନୀର ଏହି ନୂଆ ଟିକାର ପ୍ରଥମ ପର୍ଯ୍ୟାୟ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ୍ ଆସନ୍ତା…

ଆରୋପ-ପ୍ରତ୍ୟାରୋପ ପରେ ମିଳିତ ବିବୃତି ଜାରି କଲେ ଭାରତ ବାୟୋଟେକ ଓ ସେରମ୍‌: ଟିକା ବିତରଣ ସୁଗମ କରିବାକୁ ସଂକଳ୍ପ ନେଲେ

ନୂଆଦିଲ୍ଲୀ - ପରସ୍ପରର ଟିକା ନେଇ ଆରୋପ-ପ୍ରତ୍ୟାରୋପ ପରେ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଜି ଏକ ମିଳିତ ବିବୃତି ଜାରି କରି ଲୋକଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପ୍ରାଥମିକତା ବୋଲି କହିଛନ୍ତି । ଭାରତ ବାୟୋଟେକ୍…

ଟିକାକୁ ନେଇ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଆରୋପ- ପ୍ରତ୍ୟାରୋପ

ନୂଆଦିଲ୍ଲୀ – ଟିକାକରଣ ପୂର୍ବରୁ ଭାରତର ଦୁଇ ବଡ଼ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ପରସ୍ପରର ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତର ଡ୍ରଗ୍ସ ନିୟନ୍ତ୍ରକ…

ଭାରତ ବାୟୋଟେକ୍ ଟିକାକୁ ନେଇ ଉଠିଲା ପ୍ରଶ୍ନ, ଅସମ୍ପୂର୍ଣ୍ଣ ଟ୍ରାଏଲ ତଥ୍ୟ ଭିତ୍ତିରେ ଅନୁମତି ଦିଆଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ - ଭାରତରେ ଜରୁରୀ ବ୍ୟବହାର ପାଇଁ ଦୁଇ କରୋନା ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଚୂଡାନ୍ତ ମଞ୍ଜୁରି ମିଳିଛି । ତେବେ ଦେଶୀ ଟିକା ଭାବେ ବିବେଚିତ ‘କୋଭକ୍ସିନ’କୁ ମଞ୍ଜୁରି ପ୍ରଦାନ କରାଯିବା ନେଇ ପ୍ରଶ୍ନ ଉଠିଛି । ଆଇସିଏମ୍‌ଆର ସହଭାଗିତାରେ ଭାରତ ବାୟୋଟେକ୍ ‘କୋଭାକ୍ସିନ’…

ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି

ନୂଆଦିଲ୍ଲୀ –ଭାରତରେ କୋଭାକ୍ସିନ ଓ କୋଭିସିଲ୍ଡ କୋରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଚୂଡାନ୍ତ ଅନୁମତି ମିଳିଛି । ଭାରତର ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକ-ଡିସିଜିଆଇ ଏହି ଦୁଇ ଟିକାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ…