Browsing Tag

Biju Janata Dal

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ

ଭୁବନେଶ୍ୱର- ଚିଲିକା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ଝରଣା ବାରିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଝରଣା ଦଳରେ ଯୋଗ ଦେଇଛନ୍ତି । ଝରଣାଙ୍କ ସମର୍ଥକମାନେ ବି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଏମାନଙ୍କ ମଧ୍ୟରେ ସମିତି ସଭ୍ୟ ଓ…

ବିଜେଡି ନାରୀ ସଶକ୍ତୀକରଣର ପୁରୋଧା: ଗଞ୍ଜାମ ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର: ରାଜ୍ୟ ସରକାର ତଥା ବିଜୁ ଜନତା ଦଳ ଦଳୀୟ ସଙ୍ଗଠନରେ ମହିଳାମାନଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନର ଅନ୍ୟତମ ମନ୍ତ୍ର ହୋଇଛି ନାରୀ ସଶକ୍ତୀକରଣ। ମହିଳାମାନେ ସଙ୍ଗଠିତ ହୁଅନ୍ତୁ, ଆତ୍ମନିର୍ଭରଶୀଳ ତଥା ସ୍ବାବଲମ୍ବୀ ହୋଇ ସମାଜରେ ନିଜର…

ଓଡିଶାରେ ଦାରିଦ୍ର୍ୟକୁ ଆଗାମୀ ୫ ବର୍ଷରେ ୧୦ ପ୍ରତିଶତକୁ ହ୍ରାସ କରାଯିବ : ନବୀନ

ଭୁବନେଶ୍ୱର- ସାଢେ ଚାରିକୋଟି ଓଡିଶାବାସୀ ହେଉଛନ୍ତି ବିଜେଡିର ମେରୁଦଣ୍ଡ । ବିଜୁୁବାବୁ ସଶକ୍ତ ଓ ସମୃଦ୍ଧ ଓଡିଶାର ସ୍ୱପ୍ନ ଦେଖିଥିଲେ । ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଦଳୀୟ…

ବିଜେଡିର ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ସୁପ୍ରିମୋ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡି କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କର୍ମୀଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଆଜି କୋଟି କୋଟି ଓଡିଆଙ୍କ ବଳ ସାଜିଛି ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ…