Browsing Tag

Biju Janata Dal

ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ବିଜେଡିର ବାର୍ତ୍ତା 

ଭୁବନେଶ୍ୱର- ୨୫ତମ ପ୍ରତିଷ୍ଠା ଦିବସରେ ବିଜେଡି ପକ୍ଷରୁ ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ବିଜୁବାବୁ ଦେଖାଇଥିବା ମାର୍ଗ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ କର୍ମୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଲୋକଙ୍କ ଦଳ ସାଜିଛି ।…

ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ : ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ ସେବା ଜାରି ରଖିବାକୁ ସୁପ୍ରିମୋ…

ଭୁବନେଶ୍ୱର-ଆଜି ଶାସକ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସକାଳ ସାଢେ ୧୦ଟାରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଠାରେ ଏକ ସଭାକୁ ସମ୍ବୋଧିତ କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ…

୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ: ବ୍ଲକ, ସହରାଞ୍ଚଳରୁ ରାଜ୍ୟସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳନ ପାଇଁ…

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଁ ଏହି ସଫଳତାର ଅଢେଇ ଦଶନ୍ଧି ବେଶ୍ ଗୁରୁତ୍ବପୂର୍ଣ୍ଣ ଓ ବିରାଟ ଉପଲବ୍ଧି ମଧ୍ଯ। ତେଣୁ ଏହି ଦିବସକୁ ବ୍ଲକ, ସହରାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ଓ…

ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁର୍ବଳ ହେଉଛନ୍ତି ବିରୋଧୀ: ସହସ୍ରାଧିକ ନେତା, କର୍ମୀ ବିଜେଡିରେ ସାମିଲ ହେଲେ

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ସେତେ ସମର୍ଥନ ବୃଦ୍ଧି ପାଉଛି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇ ଆସୁଥିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିକାଶକୁ ସରକାର- ପ୍ରଶାସନର ମୂଳମନ୍ତ୍ର କରିଥିବା ବିଜୁ ଜନତା ଦଳ…

ଏମଡିଏମ ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲା ସମାବେଶ

ବ୍ରହ୍ମପୁର: ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ (ଏମଡିଏମ୍) ପାଚକ ପାଚିକା ମହାସଂଘର ଗଞ୍ଜାମ ଜିଲ୍ଲାସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଟାଉନ୍ ହଲ ଠାରେ ହୋଇଥିବା ଏହି ସମାବେଶରେ ବିଶିଷ୍ଟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ…