Browsing Tag

bird flu

ଦେଶରେ ୭ ରାଜ୍ୟକୁ ବ୍ୟାପିଲାଣି ବାର୍ଡ ଫ୍ଲୁ

ନୂଆଦିଲ୍ଲୀ - ବାର୍ଡ ଫ୍ଲୁ ଏବେ ରାଜ୍ୟରୁ ରାଜ୍ୟକୁ ବ୍ୟାପିବାରେ ଲାଗିଛି। କେନ୍ଦ୍ର ସରକାର କହିଛନ୍ତି ଯେ ଉତ୍ତରପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିବା ସହିତ ପ୍ରଭାବିତ ରାଜ୍ୟଗୁଡିକର ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ ଦେଶରେ ୧୨୦୦ ପକ୍ଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର କହିଛି ଯେ…

ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ନାହିଁ , ରାଜ୍ୟସ୍ତରୀୟ କଂଟ୍ରୋଲ ରୁମ ନମ୍ବର ଜାରି

ଭୁବନେଶ୍ୱର- ରାଜ୍ୟରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିଲେ ବି ବାର୍ଡ ଫ୍ଲୁ ର ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ରାଜ୍ୟ…

ଦେଶରେ ଏବେ ବାର୍ଡ ଫ୍ଲୁ ସଙ୍କଟ, ପାଞ୍ଚ ରାଜ୍ୟରେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ - ଲୋକେ କରୋନା କଷଣରେ ଜୁଝି ହେଉଥିବା ବେଳେ ଦେଶର ପାଞ୍ଚଟି ରାଜ୍ୟରେ ଏବେ ବାର୍ଡ ଫ୍ଲୁ ସଙ୍କଟ ଦେଖାଦେଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ କେରଳରେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ ମୃତ ପକ୍ଷୀମାନଙ୍କ ନମୁନାରୁ…