Browsing Tag

BJD Executive Body Meeting

ବିଜେଡି ହେଉଛି ଲୋକଙ୍କ ଦଳ ; ଲୋକଙ୍କ ସେବାରେ ସମର୍ପିତ: ନବୀନ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ , ନିମନ୍ତ୍ରିତ ଉପସଭାପତି ଓ…

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ : ୯ଟି ପ୍ରସ୍ତାବରେ ସୁପ୍ରିମୋ ନବୀନଙ୍କ ମୋହର, କେନ୍ଦ୍ରର ଅବହେଳାକୁ ଟାର୍ଗେଟ

ଭୁବନେଶ୍ୱର- ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ପ୍ରସ୍ତାବ ଗୃହୀତ ହୋଇଛି । ୯ଟି ପ୍ରସ୍ତାବକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଦଳର ସମ୍ବିଧାନ ସଂଶୋଧନ ମଧ୍ୟ କରାଯାଇଛି ବୋଲି ପ୍ରେସମିଟରେ ସୂଚନା…

ବିଜେଡି କାର୍ଯ୍ୟକାରିଣୀରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର ଓ ପିନାକୀ ମିଶ୍ରଙ୍କ ଉଦବୋଧନ

ଭୁବନେଶ୍ୱର- ବିଜେଡି କାର୍ଯ୍ୟକାରିଣୀରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉଦବୋଧନ ଦେଇ କହିଛନ୍ତି ଯେ ଦଳର ସଂଗଠନ ସୁଦୃଢ ରହିଛି । କୌଣସି କଥାକୁ ନେଇ ଦଳରେ କେହି ବିଭ୍ରାଟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କର କଥା ଓ କାମରେ ସମାନତା ରହିବା ଦରକାର ବୋଲି ପ୍ରଣବ କହିଛନ୍ତି…

ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ

ଭୁବନେଶ୍ୱର- ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି କାର୍ଯ୍ୟକାରିଣୀ । ବୈଠକ ଆରମ୍ଭ ପୂର୍ବରୁ ସ୍ୱର୍ଗତଃ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଧାୟକ ବିଷ୍ଣୁ ଦାସଙ୍କ…