Browsing Tag

Chief Minister Naveen Patnaik

ରାଜ୍ୟ ବଜେଟ ଅଭିବୃଦ୍ଧିକାରୀ ଓ ଲୋକାଭିମୁଖୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ ବୋଲି କହିଛନ୍ତି ନବୀନ । ‘ନୂଆ ଓଡିଶା’ –କ୍ଷମତାସଂପନ୍ନ ଓଡିଶାର ଯାତ୍ରା ଅଭିମୁଖେ ଏଥରର ବଜେଟ ଏକ ସଫଳ ପ୍ରୟାସ ବୋଲି…

କରୋନା ଲଢେଇ ଜାରି ରହିଛି, ସହଯୋଗ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ବର: କୋଭିଡ ବିରୋଧରେ ଯୁଦ୍ଧ ସରିନାହିଁ । ଏହି ଯୁଦ୍ଧର ସମାପ୍ତି ଘୋଷଣା କରିବା ପୂର୍ବରୁ ଆମକୁ ଆହୁରି ଅନେକ ବାଟ ବାକି ଅଛି। ମହାରାଷ୍ଟ୍ର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ୍ ମାମଲାଗୁଡ଼ିକ ବଢୁଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ କୋଭିଡ୍ ଗାଇଡଲାଇନକୁ…

ନୀତି ଆୟୋଗ ବୈଠକ : ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ନବୀନ

ନୂଆଦିଲ୍ଲୀ - ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି । ଏହାଛଡା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି ପୁଣି ଦୋହରାଇଛନ୍ତି ନବୀନ । ଅବହେଳିତ ଅଂଚଳ ଓ ଅନଗ୍ରସର ସଂପ୍ରଦାୟ ପାଇଁ ବି…

ଗଞ୍ଜାମ ସ୍କୁଲମାନଙ୍କରେ ଏକ ସଫଳ ପ୍ରୟୋଗ: କିଚେନ୍ ଗାର୍ଡେନ

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ବିଦ୍ୟାଳୟ ହତା ଏବେ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି।ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟ ହତାକୁ ନୂଆ ରୂପ ଦେବାର ପ୍ରୟାସ କରୁଛି ବିଦ୍ୟାଳୟ ଓ…

ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ

ଭୁବନେଶ୍ବର: କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ । ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର।ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ ଗୁରୁତ୍ବପୂର୍ଣ୍ଣ…

ସୁନ୍ଦରଗଡ ଜିଲ୍ଲାରେ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଉରକେଲାକୁ କହିଲେ…

ରାଉରକେଲା- ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀପଂଚମୀର ପବିତ୍ର ତିଥିରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ଏଥିସହ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…