Browsing Tag

Chief Minister Naveen Patnaik

ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସହ ଆଲୋଚନା, ମତାମତ…

ଭୁବନେଶ୍ୱର- ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ ଅଭିଯାନ । ରାଜ୍ୟରେ ୧୬୧ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକରଣର ସମୀକ୍ଷା କରିଛନ୍ତି । ରାଜ୍ୟରେ ଟିକା ନେଇଥିବା କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଅନୁଭୂତି…

ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ ପାଇଁ ଜଣାଶୁଣା ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ଏବିପି ନ୍ୟୁଜ-ସି ଭୋଟର ଦ୍ୱାରା କରାଯାଇଥିବା ଦେଶ କି ମୁଡ୍ ସର୍ଭେରେ ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶର…

ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ୍ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଆୟୋଜିତ ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ -୨୦୨୧ରେ ପୁରସ୍କାର ବିତରଣ ଉତ୍ସବକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ…

ଆସନ୍ତା ୨୪ରୁ ଆରମ୍ଭ ହେବ ଭୁବନେଶ୍ୱର-ପୁଣେ ବିମାନ ସେବା 

ଭୁବନେଶ୍ୱର- ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱରରୁ ପୁଣେକୁ ଆରମ୍ଭ ହେବ ବିମାନସେବା । ସେହିଦିନ ଭୁବନେଶ୍ୱରରୁ ପୁଣେକୁ ଉଡିବ ବିମାନ । ଏୟାର ଏସିଆ ବିମାନ ଦିନ ଗୋଟାଏ ୫ ମିନିଟରେ ଭୁବନେଶ୍ୱରରୁ ଉଡାଣ ଆରମ୍ଭ କରି ଅପରାହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ସେହିଦିନ ପୁଣେରୁ ଅପରାହ୍ନ ୪ଟା…

ବିକାଶର ନୂଆ ଫର୍ଦ ଯୋଡିଲା କଳାହାଣ୍ଡି

କଳାହାଣ୍ଡି: ଏକଦା ଅନୁନ୍ନତ ଆଉ ଅବିକଶିତ ଇଲାକାର ପରିଭାଷା ଥିଲା କଳାହାଣ୍ଡି । ଅଭାବ ଅନଟନ ଯେମିତି କଳାହାଣ୍ଡିର ସହଚର ଥିଲେ । କ୍ଷୁଧା ମୃତ୍ୟୁ , ଶିଶୁ ବିକ୍ରି ପାଇଁ ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା କଳାହାଣ୍ଡି । ହେଲେ ବର୍ତ୍ତମାନ ସେ ସମୟ ଆଉ ନାହିଁ । ସମୟ ସହ କଳାହାଣ୍ଡି…