Browsing Tag

CM Naveen Patnaik

କୋଇଲା ରୟାଲଟି ନିୟମରେ ସଂଶୋଧନ ଦାବି କଲେ ମୁଖ୍ୟମନ୍ତ୍ରୀ, ଓଏମସି ବ୍ଲକ୍ ପାଇଁ କୋଲବ୍ଲକ ସଂରକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର- ରାଜ୍ୟରେ ଖଣି, କୋଇଲା ଓ ପରିବେଶ ସେସ୍ ନେଇ ଉଚ୍ଚସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ବୈଠକରେ କୋଇଲା ରୟାଲଟି ନିୟମରେ ସଂଶୋଧନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୭ରୁ କେନ୍ଦ୍ର ନିକଟରେ ରୟାଲଟି ବୃଦ୍ଧି ଦାବି…

ଇକୋ ରିଟ୍ରିଟ୍‌ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶା ପର୍ଯ୍ୟଟନର ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣ ଉଦଘାଟିତ ହୋଇଛି । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକୋ ରିଟ୍ରିଟ୍ ଉଦଘାଟନ କରିଛନ୍ତି । ହୀରାକୁଦ, ସାତକୋଶିଆ, ଭିତରକନିକା, କୋଣାର୍କ ଓ ଦାରିଙ୍ଗବାଡିରେ ଏଥର ଇକୋ ରିଟ୍ରିଟ ହେଉଛି । ଗତବର୍ଷ…

କାନ୍ତକବି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍‌ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ଭଳି କାଳଜୟୀ ରଚନା ସହ ଓଡିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ…

୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ୫ଟି ଜିଲ୍ଲାରେ ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ସାଢେ ୧୧ଟାରେ ଭର୍ଚୁଆଲ ମୋଡ୍ ଜରିଆରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଯୋଗ ଦେବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ…

ରାଜ୍ୟ ସରକାରଙ୍କ ‘ମାଣ୍ଡିଆ ମିଶନ’କୁ ନୀତି ଆୟୋଗ ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶାରେ ମାଣ୍ଡିଆ ଚାଷର ପ୍ରୋତ୍ସାହନ ଓ ଏଥିରୁ ପ୍ରସ୍ତୁୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ମାଣ୍ଡିଆ ମିଶନର ସଫଳତାକୁ ପ୍ରଶଂସା କରିଛନ୍ତିି ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ । ମାଣ୍ଡିଆ…