Browsing Tag

Covid-19 Management

ନବୀନଙ୍କ ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ - କୋଭିଡ ସ୍ଥିତି ନେଇ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ କୋଭିଡ…

ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର ସମୀକ୍ଷା

ନବରଙ୍ଗପୁର - ନବରଙ୍ଗପୁର ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ସମୀକ୍ଷା କଲା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋରୋନା ସଂକ୍ରମଣ ଏବେ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଂଚିଛି । ଜିଲ୍ଲାରେ ଦିନକୁ ୬ ଶହ ଲୋକଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବା…

କୋଭିଡ ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଅର୍ଡର ଅଫ ମେରିଟ୍‌

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାକୁ ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି କୋଭିଡ-୧୯ର ସଫଳ ପରିଚାଳନା ପାଇଁ ପୁଣି ଥରେ ଗଞ୍ଜାମକୁ ସ୍ୱୀକୃତି । ଗୋଷ୍ଠୀ ସହଭାଗିତାରେ କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମିଳିଛି ସମ୍ମାନଜନକ ସ୍କଚ୍ ଅର୍ଡର ଅଫ ମେରିଟ୍ ସମ୍ମାନ ।…