Browsing Tag

COVID-19 Vaccination

ଦେଶରେ କୋଭିଡ -୧୯ ଟିକା ହିତାଧିକାରୀଙ୍କ ସଂଖ୍ୟା ୧୪ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ - ଦେଶରେ କୋଭିଡ -୧୯ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ଶନିବାର ସୁଦ୍ଧା ପ୍ରାୟ ୧୪ ଲକ୍ଷକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୪୭,୦୫୮ ଲୋକ ଟିକା ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଟିକା ନେବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ - ଟିକା ନେବା ପରେ ଗୁରୁଗାଓଁରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ୫୬ ବର୍ଷୀୟା ସ୍ୱାସ୍ଥ୍ୟକର୍ମୀ ଜାନୁୟାରୀ ୧୬ରେ କୋଭିଡ୍ ଟିକା ନେଇଥିଲେ । ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ…

ବ୍ରାଜିଲକୁ କରୋନା ଟିକା ପଠାଇଲା ଭାରତ, ହନୁମାନଙ୍କ ଫଟୋ ସହ ଟ୍ୱିଟ କରି ଧନ୍ୟବାଦ ଜଣାଇଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ – କରୋନା ବିରୋଧୀ ଲଢ଼େଇରେ ସହଯୋଗର ହାତ ବଢ଼ାଇ ଭାରତ ଅନେକ ଦେଶକୁ ଟିକା ପଠାଇବା ଆରମ୍ଭ କରିଛି । ଏହିକ୍ରମରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ବ୍ରାଜିଲକୁ କୋଭିଡ୍ ଟିକାର ୨୦ ଲକ୍ଷ ଡୋଜ୍ ପଠାଇଛି । ଏହା ଏବେ ବ୍ରାଜିଲରେ ପହଞ୍ଚି ଛି । ବୈଦେଶିକ ମନ୍ତ୍ରୀ…

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ – ଦେଶରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେବେ । ଟିକା ପ୍ରତି ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ସବୁ ମୁଖ୍ୟମନ୍ତ୍ରୀ ଟିକା ନେବେ ବୋଲି ସରକାରୀ…

କରୋନା ଟିକା ନେବାର ୧୬ ଘଣ୍ଟା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ - କରୋନା ଟିକା ନେବା ପରେ କର୍ଣ୍ଣାଟକରେ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ନିର୍ମଳ ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଥିଲା । ତେବେ ଟିକା ନେବାର ୧୬ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ପ୍ରାରମ୍ଭିକ…

ଆସାମ: ନଷ୍ଟ ହୋଇଗଲା ୧୦୦୦ କୋଭିସିଲ୍ଡ ଟିକା

ଗୁଆହାଟୀ - ଆସାମ ଚାଚର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ରଖାଯାଇଥିବା ୧୦୦୦ କୋଭିସିଲ୍ଡି ଟିକା ନଷ୍ଟ ହୋଇଯାଇଛି । ସ୍ଥାନୀୟ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍‌ଏମ୍‌ସିଏଚ୍‌)ରେ ଶୂନ ଡିଗ୍ରୀ ସେଲ୍‌ସିୟସରୁ କମ୍ ତାପମାତ୍ରାରେ ଟିକା ରଖାଯାଇଥିଲା । ଯାହା ଫଳରେ…

ଆଜି ଅପରାହ୍ନରେ ଓଡିଶା ଆସିବ ଦ୍ୱିତୀୟ ଦଫା ଟିକା

ଭୁବନେଶ୍ୱର-ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଓଡିଶାରେ ଦ୍ୱିତୀୟ ଦଫା ଟିକା ପହଂଚିବ । ଆଜି ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ ପହଂଚିବ । ପ୍ରଥମ ପର୍ଯ୍ୟାୟରେ ଡାଟାବେସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଆଜି ଟିକାଦାନ ନେଇ କିଛି ସେସନସ୍ ହ୍ରାସ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…