Browsing Tag

COVID-19 Vaccination

ଦୁଇ ମହାନଗରରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ, ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଏ ଯାଏଁ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଲୋକ ଟିକା ନେଇଛନ୍ତି । ୭୮ ପ୍ରତିଶତ ଅର୍ଥାତ ୨ କୋଟି ୪୧ ଲକ୍ଷ ୫୧ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୩୨…

ଟିକା ନେଲେ ମିଳିବ ଟିଭି, ସ୍ମାର୍ଟ ଫୋନ୍, ଟିକା ନେଉଥିବା ଲୋକଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି । ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅନେକ ଯୋଜନା ଗ୍ରହଣ କରାଯାଇଛି । ଏବେ ମଣିପୁରରେ ଟିକା ନେଉଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରମାନ ଘୋଷଣା କରାଯାଇଛି | ଟିକା ନେଉଥିବା…

ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ ଟିକାକରଣ ସରିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ଆସନ୍ତା ଡିସେମ୍ବର ସୁଦ୍ଧା ସରିବା ସମ୍ଭାବନା ରହିଛି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ଉପୁଜେ,ତାହା ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହୋଇଯିବ ବୋଲି…