Browsing Tag

COVID-19 Vaccination

ଖୁବ୍‌ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ମିଳିବ ସ୍ପୁଟନିକ୍‌-ଭି

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍‌-୧୯ ବିରୋଧୀ ଟିକାକରଣ ଜାରି ରହିଛି । ଟିକାକରଣରେ ସମ୍ପ୍ରତି କୋଭାକ୍ସିନ, କୋଭିଶିଲ୍ଡ ସହ ସ୍ପୁଟନିକ-ଭି ଟିକା ବ୍ୟବହାର କରାଯାଉଛି । ରୁଷୀୟ ଟିକା ସ୍ପୁଟନିକ-ଭି ଏବେ ଦେଶର କିଛି ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲରେ ହିଁ ଦିଆଯାଉଛି । ତେବେ ଘରୋଇ ହସ୍ପିଟାଲରେ…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…

ରାଜ୍ୟରେ ତ୍ବରାନ୍ବିତ ହେଉଛି କୋଭିଡ୍ ଟିକାକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଓଡ଼ିଶା ରାଜ୍ୟରୂପୀ ନିଜ ବିଶାଳ ପରିବାରର ସବୁ ସଦସ୍ୟଙ୍କୁ ମହାମାରୀ କବଳରୁ ନିରାପଦ ରଖିବା ପାଇଁ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛନ୍ତି। ସେଥିପାଇଁ ଟିକାକରଣ ସକାଶେ ଗ୍ଲୋବାଲ୍ ଟେଣ୍ଡର୍ ବ୍ୟବସ୍ଥା ମଧ୍ୟ ହୋଇଥିଲା। ସାନ୍ତ୍ବନାର ବିଷୟ…

ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ, ଡାକ୍ତର,ନର୍ସ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟିକାକରଣ ହୋଇଛି । ଏଥିପାଇଁ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଟିକାକରଣ ଓ ମାସ୍କ ପରିଧାନ ନେଇ…

ଟିକାକରଣରେ ଭାରତର ନୂଆ ରେକର୍ଡ, ଦିନକରେ ଦିଆଗଲା ୮୬ ଲକ୍ଷ ଟିକା

ନୂଆଦିଲ୍ଲୀ: ନୂଆ ଟିକା ନୀତି ଲାଗୁ ହେବା ପରେ ଭାରତରେ କରୋନା ବିରୋଧୀ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଜୁନ୍ ୨୧ ଠାରୁ ନୂଆ ଟିକା ନୀତି ଲାଗୁ ହୋଇଛି । ନୂଆ ଟିକା ନୀତି ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କୁ ମାଗଣା ଟିକା ଲଗାଯିବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ…