Browsing Tag

COVID-19 Vaccine

ଟିଭି କ୍ୟାମେରା ଆଗରେ ବିଡେନ ନେଲେ ଫାଇଜର ଟିକା

ନ୍ୟୁୟର୍କ - ଆମେରିକାରେ ବଢୁଥିବା କରୋନା ମାମଲା ଓ ଟୀକାକରଣକୁ ନେଇ ଆଶା ଆଶଙ୍କା ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବିଡେନ ଫାଇଜର ଟିକାର ପ୍ରଥମ ଡୋଜ ନେଇଛନ୍ତି । ଟିକା ନେବା ପରେ ସେ ଲୋକଙ୍କୁ କହିଛନ୍ତି ଯେ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, ଏଥିପାଇଁ ବିଚଳିତ ହେବାର କୌଣସି କାରଣ…

କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଂଟ, ନିର୍ବାଚନ ମଡେଲରେ ହେବ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟିକାକରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ । ୨୯ ହଜାର ୨୭୬…

ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଘୋଷଣା: କେରଳରେ ମାଗଣାରେ ଦିଆଯିବ କରୋନା ଟିକା

ଥିରୁଭନନ୍ତପୁରମ - କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କରୋନା ଟିକା ରାଜ୍ୟର ଲୋକଙ୍କୁ ମାଗଣାରେ ଦିଆଯିବ। ଜରୁରୀକାଳୀନ ବ୍ୟବହାର ପାଇଁ ଅନେକ ଟୀକା ଉତ୍ପାଦନକାରୀ କମ୍ପାନୀ ଭାରତୀୟ ନିୟାମକ ଠାରୁ ଅନୁମତି ମାଗିଛନ୍ତି । ତେବେ ଏପର୍ଯ୍ୟନ୍ତ ସରକାର…

ସେରମ୍ ଇନଷ୍ଟିଚ୍ୟୁଟ୍‌, ଭାରତ ବାୟୋଟେକ ଟିକାକୁ ଏବେ ମିଳିବନି ମଞ୍ଜୁରି, ଅଧିକ ଡାଟା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ –ଜରୁରୀ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକାକୁ ଏବେ ମଞ୍ଜୁରି ଦେବାକୁ ମନା କରିଛି କେନ୍ଦ୍ର ସରକାରଙ୍କ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) । ଏହି ଦୁଇ କମ୍ପାନୀଙ୍କୁ ସେମାନଙ୍କ ଟିକାର ଟ୍ରାଏଲ୍ ସମ୍ବନ୍ଧୀୟ ଅଧିକ ଡାଟା ଦାଖଲ କରିବାକୁ…

ଟିକାକରଣ ପାଇଁ ତତ୍ପରତା: ୨୯ ହଜାର ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରସ୍ତୁତ

ନୂଆଦିଲ୍ଲୀ – କୋଭିଡ୍-୧୯ ପାଇଁ ଦେଶରେ ଖୁବ୍ ଶୀଘ୍ର ଟିକାକରଣ ଅଭିଯାନ ଆରମ୍ଭ ବୋଲି କେନ୍ଦ୍ର ସରକାର ସଙ୍କେତ ଦେଇଛନ୍ତି । ଏଥିପାଇଁ ତିନୋଟି ପୃଥକ୍ କମ୍ପାନୀ ଦ୍ୱାରା ବିକଶିତ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ ବିଚାରାଧୀନ ରହିଛି । ଟିକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା : କିଛି ସପ୍ତାହ ମଧ୍ୟରେ ଦିଆଯିବ କୋରୋନା ଟିକା

ନୂଆଦିଲ୍ଲୀ - ଆଉ କିଛି ସପ୍ତାହ ମଧ୍ୟରେ ଭାରତରେ କୋରୋନା ଟିକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ କହିଛି ଯେ, ଦେଶରେ ୬ଟି କୋରୋନା ଟିକା ପରୀକ୍ଷାମୂଳକ ସ୍ଥିତିରେ ରହିଛି । ୫ଟି ଟିକା କ୍ଷେତ୍ରରେ ଜଣକୁ ୨ଟି…

ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କୋଭିଡ୍ -୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା

ନୂଆଦିଲ୍ଲୀ - ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ ମଧ୍ୟ ଏହାର କୋଭିଡ୍ -୧୯ ଟିକା 'କୋଭାକ୍ସିନ'ର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଠାରୁ ଅନୁମତି ଲୋଡିଛି। ସୋମବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)…

ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ବିକଶିତ କରୋନା ଟିକାର ଟ୍ରାଏଲ୍…