ସରୁ୍ଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ନିର୍ଦ୍ଦେଶକଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କଲା କ୍ରାଇମବ୍ରାଂଚ୍
ଭୁବନେଶ୍ୱର- ଖୋର୍ଦ୍ଧା ସରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ କମ୍ପାନି ଓଡିଶା ଇନଫ୍ରାଟେକ୍ର ଆଉ ଜଣେ ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ପଚରଉଚରା ପାଇଁ ନୋଟିସ ଜାରି କରିଛି କ୍ରାଇମବ୍ରାଂଚ୍ ।
ନିୟାର ଭୂୟାଁ ବର୍ତମାନ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର…