Browsing Tag

Farmers’ Protest

ଆଜି ପୁଣି ଚାଷୀ-ସରକାର ଆଲୋଚନା, କୃଷି ଆଇନ ଲାଗୁ କରିବା ନିଷ୍ପତ୍ତି ରାଜ୍ୟ ଉପରେ ଛାଡ଼ିପାରେ କେନ୍ଦ୍ର

ନୂଆଦିଲ୍ଲୀ – ତିନି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ଆଜି ହେଉଛି ୪୪ତମ ଦିନ । ଏହି ଅଚଳାବସ୍ଥା ଦୂର କରିବା ଲାଗି ଆଜି ପୁଣି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଉଭୟ ପକ୍ଷ ମଧ୍ୟରେ ଏହା ହେବ ନବମ ପର୍ଯ୍ୟାୟ ଆଲୋଚନା । ତେବେ ପୂର୍ବ ୮ ରାଉଣ୍ଡ ଆଲୋଚନା…

‘ତବଲିଗୀ ଜମାତ୍ ଭଳି ସ୍ଥିତି ନ ହେଉ’ – କରୋନା ସଂକ୍ରମଣ ମଧ୍ୟରେ ଚାଷୀ ଆନ୍ଦୋଳନ ନେଇ ଚିନ୍ତା ପ୍ରକଟ କଲେ…

ନୂଆଦିଲ୍ଲୀ - କରୋନା ସଂକ୍ରମଣ ବିପଦ ମଧ୍ୟରେ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନରେ ସାମିଲ ହଜାର ହଜାର ଚାଷୀଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଏତେ ବିଶାଳ ଚାଷୀ ସମାବେଶକୁ ନେଇ ସରକାର ମାର୍ଗ ଦର୍ଶିକା ଜାରି କରିବା ଉଚିତ । ଗତବର୍ଷ…

ଚାଷୀ ଆନ୍ଦୋଳନ: ଆଜି ଚାଷୀଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ - ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୪୩ ଦିନରେ ପହଞ୍ଚିଛି । କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଆଜି ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିବେ । ଏହି ରାଲି ଜାନୁୟାରୀ ୨୬ରେ ହେବାକୁ ଥିବା…

ଚାଷୀ ଆନ୍ଦୋଳନ: କାଲି ‘ଟ୍ରାକ୍ଟର ପରେଡ୍‌’ର ପୂର୍ବାଭ୍ୟାସ କରିବେ ଚାଷୀ

ନୂଆଦିଲ୍ଲୀ - ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଆଜି ହେଉଛି ୪୨ତମ ଦିନ । ହାଡ଼ଭଙ୍ଗା ଶୀତରେ ବି ଚାଷୀ ଦିଲ୍ଲୀର ସବୁ ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । ସେମାନେ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମରେ ଆସନ୍ତାକାଲି…

ଚାଷୀ-ସରକାର ଆଲୋଚନା ପୁଣି ବିଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ – ତିନି କୃଷି ଆଇନ ନେଇ ଅଚଳାବସ୍ଥା ଜାରି ରହିଛି । ସୋମବାର କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନୁଷ୍ଠିତ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ବିଜ୍ଞାନ ଭବନରେ ପ୍ରାୟ ୪ ଘଣ୍ଟା ଧରି ଆଜି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ କୃଷକ ସଂଗଠନ ପୁଣିଥରେ…

କୃଷି ଆଇନ ନେଇ ଆଜି ଚାଷୀ ଓ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା

ନୂୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ଆଜି ହେଉଛି ୪୦ ତମ ତଥା ଗୁରୁତ୍ୱପୂର୍ଣ୍ଣ ଦିନ । ଅଳ୍ପ ସମୟ ମଧ୍ୟରେ କୃଷକ ଓ ସରକାରଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ। ଏଥିପାଇଁ କୃଷକ ନେତାମାନେ ବିଜ୍ଞାନ ଭବନରେ ପହଞ୍ଚିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ…

ଦାବି ପୂରଣ ନ ହେଲେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଆନ୍ଦୋଳନରତ ଚାଷୀଙ୍କ ଚେତାବନୀ

ନୂଆଦିଲ୍ଲୀ - ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସବୁ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସରେ ଏକ ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ଧମକ ଦେଇଛନ୍ତି। ଏହାଛଡା ସେମାନେ କହିଛନ୍ତି ଯେ ଜାନୁଆରୀ ୨୩ରେ ଅର୍ଥାତ୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ…

ଚାଷୀ-କେନ୍ଦ୍ର ଆଲୋଚନାରୁ ସକାରାତ୍ମକ ସଙ୍କେତ, ଦୁଇଟି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ସହମତ

ନୂଆଦିଲ୍ଲୀ - କୃଷି ଆଇନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ସକାରାତ୍ମକ ସଙ୍କେତ ମିଳିଛି । ଗତକାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ହୋଇଥିବା ସପ୍ତମ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ପକ୍ଷ ନରମିଥିବା ଆଭାସ ମିଳିଛି । ଚାଷୀଙ୍କ ଚାରୋଟି ମୁଖ୍ୟ ଦାବି ମଧ୍ୟରୁ ଦୁଇଟି ମାନିବାକୁ…

ଚାଷୀ ଆନ୍ଦୋଳନ: ଆଜି ସରକାର-ଚାଷୀଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ – କୃଷି ଆଇନ ନେଇ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ବୁଧବାର ସପ୍ତମ ପର୍ଯ୍ୟାୟ ଆଲୋଚନା ହେବ । ବିଜ୍ଞାନ ଭବନରେ ଅପରାହ୍ନ ୨ଟାରେ ଏହି ଆଲୋଚନା ଆରମ୍ଭ ହେବ । ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୩୫ତମ ଦିନରେ ପହଞ୍ଚିଥିଲା ବେଳେ ଆଜି ହେବାକୁ ଥିବା ଆଲୋଚନା…