Browsing Tag

Gajapati Admin

ଗଜପତି ଜିଲ୍ଲାରେ ଲଘୁଚାପ ବର୍ଷା, ପ୍ରଶାସନ ସଜାଗ, ୪ ବ୍ଲକର ୧୨ଟି ଗାଁରୁ ୫ ଶହ ପ୍ରଭାବିତ ଲୋକ ଅସ୍ଥାୟୀ ଶିବିରକୁ…

ପାରଳାଖେମୁଣ୍ଡି- ଲଘୁଚାପ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ବର୍ଷା ଯୋଗୁଁ ୪ଟି ବ୍ଲକ୍‌ର ୧୨ଟି ଗାଁରୁ ୫ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଛି । ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି…

ତିତିଲି ବାତ୍ୟାରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି- ୨୦୧୮ର ତିତିଲି ବାତ୍ୟାରେ ବାପା ମାଆ ହରାଇ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଭେଟି ପ୍ରାୟ ଏକ ଘଂଟାକାଳ ବିତାଇଥିଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଅନାଥ ହୋଇଥିବା ପିଲାଙ୍କୁ ରାଜ୍ୟ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ତିତିଲି ବାତ୍ୟା ପରେ ମୁଖ୍ୟମନ୍ତ୍ରୀ…