Browsing Tag

Ganjam Administration

କୋଭିଡ ଟେଷ୍ଟିଂରେ ନୂଆ ମାଇଲଖୁଂଟ,ଗଂଜାମ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଟେଷ୍ଟିଂ , କୋଭିଡ ପରିଚାଳନାରେ ସଫଳ ହୋଇଛି ଗଂଜାମ…

ବ୍ରହ୍ମପୁର : କୋଭିଡ ଟେଷ୍ଟିଂରେ ଗଂଜାମ ଜିଲ୍ଲାର ନୂଆ ମାଇଲଖୁଂଟ । ଜିଲ୍ଲାରେ କୋଭିଡ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ଗଂଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର କୋଭିଡ ପରିଚାଳନା ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି…

ଗଂଜାମରେ କୋରୋନା ମୁକ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି, ୨୮୭ ପ୍ଲାଜମା ଡୋନର ଚିହ୍ନଟ

ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ସୁସ୍ଥ ହୋଇଥିବା କୋରୋନା ରୋଗାୀଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି ରହିଛି । ଏ ପଯ୍ୟ ର୍ନ୍ତ ଘର ଘର ବୁଲି ୬ ହଜାର ୧୨ଜଣଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୨୩ ତାରିଖ ରବିବାର ୧ ହଜାର ୪୧୭ କୋରୋନା ମୁକ୍ତ ଲୋକଙ୍କ ସ୍ୱାସ୍ଥ୍ୟ…

ଗଂଜାମ ଜିଲ୍ଲାରେ କଟକଣା ସାମାନ୍ୟ କୋହଳ, ସକାଳ ରାତି ୮ଟା ଯାଏଁ ଖୋଲା ରହିବ ଦୋକାନବଜାର

ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ଅଗଷ୍ଟ ୨୪ ତାରିଖରୁ କୋରୋନା କଟକଣା ସାମାନ୍ୟ କୋହଳ ହେବ । ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁସାରେ ସୋମବାରଠାରୁ ଶୁକ୍ରବାର ଯାଏଁ ଦୋକାନବଜାର ସକାଳ ୫ଟାରୁ ସଂଧ୍ୟା ୮ଟା ଯାଏଁ ଖୋଲାରହିବ । ବ୍ରହ୍ମପୁର ସହରରେ ବି ଏହି ନୂଆ ଟାଇମିଂ ଲାଗୁ ହେବ । ପୂର୍ବରୁ…

ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖା ୫୦ ହଜାର ପାର,ଗଂଜାମ ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତ , ବ୍ରହ୍ମପୁରରେ କଟକଣା…

ଭୁବନେଶ୍ୱର/ବ୍ରହ୍ମପୁର : କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । କୋରେ।।ନରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ଅନୁସାରେ ରେକର୍ଡ ୧ ହଜାର ୯୨୭…